‘ପିଠିରେ ଆଘାତ ସତ୍ତ୍ୱେ ଶୁଟିଂ କରିଥିଲେ ଅକ୍ଷୟ’

ମୁମ୍ୱାଇ :  ବଲିଉଡର ମିଷ୍ଟର ଖିଲାଡି ଅକ୍ଷୟ କୁମାର ସବୁବେଳେ ନିଜ କାମକୁ ନେଇ ବହୁତ ସିରିଅସ୍‌। କାମ ପ୍ରତି ଥିବା ତାଙ୍କର କଠିନ ପରିଶ୍ରମରୁ ଏହା ଦେଖିବାକୁ ମିଳିଥାଏ। ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ର ନିର୍ଦ୍ଦେଶକ ରାଜ ମେହତା ଅକ୍ଷୟଙ୍କ କାମକୁ ଖୁବ୍‌ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ‘ଏହି ଫିଲ୍ମରେ ଅକ୍ଷୟ କୁମାର ରହିବା ତାଙ୍କ ପାଇଁ ଭାଗ୍ୟର କଥା।’ ନିକଟରେ ଏକ ଇଣ୍ଟରଭ୍ୟୁରେ ରାଜ୍‌ କହିଛନ୍ତି,“ ‘ଗୁଡ୍‌ ନ୍ୟୁଜ୍‌’ରେ ଅକ୍ଷୟଙ୍କୁ ପାଇ ମୁଁ ବହୁତ […]

a1

a1

Puspanjali Panda
  • Published: Monday, 25 November 2019
  • Updated: 25 November 2019, 01:52 PM IST

Sports

Latest News

ମୁମ୍ୱାଇ :  ବଲିଉଡର ମିଷ୍ଟର ଖିଲାଡି ଅକ୍ଷୟ କୁମାର ସବୁବେଳେ ନିଜ କାମକୁ ନେଇ ବହୁତ ସିରିଅସ୍‌। କାମ ପ୍ରତି ଥିବା ତାଙ୍କର କଠିନ ପରିଶ୍ରମରୁ ଏହା ଦେଖିବାକୁ ମିଳିଥାଏ। ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ର ନିର୍ଦ୍ଦେଶକ ରାଜ ମେହତା ଅକ୍ଷୟଙ୍କ କାମକୁ ଖୁବ୍‌ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ‘ଏହି ଫିଲ୍ମରେ ଅକ୍ଷୟ କୁମାର ରହିବା ତାଙ୍କ ପାଇଁ ଭାଗ୍ୟର କଥା।’

ନିକଟରେ ଏକ ଇଣ୍ଟରଭ୍ୟୁରେ ରାଜ୍‌ କହିଛନ୍ତି,“ ‘ଗୁଡ୍‌ ନ୍ୟୁଜ୍‌’ରେ ଅକ୍ଷୟଙ୍କୁ ପାଇ ମୁଁ ବହୁତ ଖୁସି। ତାଙ୍କ ପିଠିରେ ଆଘାତ ଲାଗିବା ପରେ ମଧ୍ୟ ସେ ଛୁଟିରେ ନରହି ଶୁଟିଂ କରିଥିଲେ। ଫିଲ୍ମର ପ୍ରୋମୋସନାଲ୍‌ ଗୀତ ପାଇଁ ଶୁଟିଂ ଚାଲୁଥିବା ସମୟରେ ତାଙ୍କ ପିଠିରେ ଆଘାତ ଲାଗିଥିଲା। ଏପରିକି ଶୁଟିଂର ଗୋଟିଏ ରାତି ପୂର୍ବରୁ ଅକ୍ଷୟ ଜ୍ୱରରେ ମଧ୍ୟ ପୀଡ଼ିତ ଥିଲେ। ଆମକୁ ଲାଗୁଥିଲା ଯେ ସେ ଶୁଟିଂକୁ ଆସିପାରିବେ ନାହିଁ। କିନ୍ତୁ ସେ ନିର୍ଦ୍ଧାରିତ ସମୟରେ ସେଟ୍‌କୁ ଆସି କୋରିଓଗ୍ରାଫର୍‌ଙ୍କ ନିର୍ଦ୍ଦେଶ ଅନୁସାରେ ଶୁଟିଂ ଶେଷ କରିଥିଲେ। ’’

ସୂଚନାଯୋଗ୍ୟ, କିଛି ମାସ ତଳେ ଅକ୍ଷୟଙ୍କ ପିଠିରେ ଆଘାତ ଲାଗିଥିବା ଖବର ପ୍ରକାଶ ପାଇଥିଲା। ଶୁଟିଂ ସେଟ୍‌ରେ ତାଙ୍କ ପାଇଁ ଫିଜିଓଥେରାପିଷ୍ଟ ମଧ୍ୟ ରଖାଯାଇଥିଲା। ତାଙ୍କ ଅଭିନୀତ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ ୨୭ ଡିସେମ୍ୱରରେ ରିଲିଜ୍‌ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story