Advertisment

ଗୋଟିଏ ସପ୍ତାହରେ ଫିଲ୍ମ ‘ତଲୱାର’ ଆୟ କଲା ୯.୨୫ କୋଟି

ମୁମ୍ୱାଇ: ଫିଲ୍ମ ‘ତଲୱାର’ ବକ୍ସ ଅଫିସରେ ଭଲ ବିଜିନେସ କରିଛି। ଗତ ସପ୍ତାହରେ ରିଲିଜ ହୋଇଥିବା ଏହି ଫିଲ୍ମରେ ମେନ୍ ଲିଡରେ ଇରଫାନ୍ ଖାଁ ଏବଂ କୋଙ୍କଣା ସେନ୍ ଅଭିନୀତ କରିଛନ୍ତି । ଫିଲ୍ମଟି ୱିକେଣ୍ଡରେ ପ୍ରାୟ ୯.୨୫ କୋଟି ଟଙ୍କା ଆୟ କରିଛି। ଗୁରବାର ପେଡ୍ ପ୍ରିଭ୍ୟୁରେ ପ୍ରାୟ ୫୦ ଲକ୍ଷ ଟଙ୍କା କଲେକସନ୍ କରିଥିଲା। ଶୁକ୍ରାବର ରିଲିଜ୍ ଦିନ ୨.୫୦ କୋଟି, ଶନିବାର ୨.୭୫ ଓ ରବିବାର ୩.୫୦ କୋଟି ଆୟ କରିଛି। ଫିଲ୍ମ ସମୀକ୍ଷକ […]

ଗୋଟିଏ ସପ୍ତାହରେ ଫିଲ୍ମ ‘ତଲୱାର’ ଆୟ କଲା ୯.୨୫ କୋଟି

talvar

Advertisment

ମୁମ୍ୱାଇ: ଫିଲ୍ମ ‘ତଲୱାର’ ବକ୍ସ ଅଫିସରେ ଭଲ ବିଜିନେସ କରିଛି। ଗତ ସପ୍ତାହରେ ରିଲିଜ ହୋଇଥିବା ଏହି ଫିଲ୍ମରେ ମେନ୍ ଲିଡରେ ଇରଫାନ୍ ଖାଁ ଏବଂ କୋଙ୍କଣା ସେନ୍ ଅଭିନୀତ କରିଛନ୍ତି । ଫିଲ୍ମଟି ୱିକେଣ୍ଡରେ ପ୍ରାୟ ୯.୨୫ କୋଟି ଟଙ୍କା ଆୟ କରିଛି।

Advertisment

ଗୁରବାର ପେଡ୍ ପ୍ରିଭ୍ୟୁରେ ପ୍ରାୟ ୫୦ ଲକ୍ଷ ଟଙ୍କା କଲେକସନ୍ କରିଥିଲା। ଶୁକ୍ରାବର ରିଲିଜ୍ ଦିନ ୨.୫୦ କୋଟି, ଶନିବାର ୨.୭୫ ଓ ରବିବାର ୩.୫୦ କୋଟି ଆୟ କରିଛି।

ଫିଲ୍ମ ସମୀକ୍ଷକ ତରନ ଆଦର୍ଶ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ନୋଏଡାର ଆରୁଷି ହତ୍ୟାକାଣ୍ଡ ଉପରେ ଆଧାରିତ ଏହି ଫିଲ୍ମରେ ଇରଫାନ୍ ଖାଁ, କୋଙ୍କଣା ସେନ୍ ଶର୍ମାଙ୍କ ବ୍ୟତୀତ ନୀରଜ କବି ମୁଖ୍ୟ ଭୂମିକାରେ ଅଛନ୍ତି। ମେଘନା ଗୁଲଜାର ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe