ମୋ ସହିତ ସବୁବେଳେ ଷଡ଼ଯନ୍ତ୍ର ହେଉଛି

ମୁମ୍ବାଇ: ରାଜା ବାବୁ ଏବେ ରାଗିଛନ୍ତି। କାହା ଉପରେ ଜାଣିଛନ୍ତି। ସେନ୍‌ସର ବୋର୍ଡ୍‌ ଉପରେ। ଆଉ ଅଭିଯୋଗ ବଡ଼ ଗୁରୁତର। ସେ ଅଭିଯୋଗ କରିଛନ୍ତି ଫିଲ୍ମ ଉଦ୍ୟୋଗର ଏମିତି ଏକ ଗୋଷ୍ଠୀ ଅଛନ୍ତି ଯେ ତାଙ୍କ ଫିଲ୍ମକୁ ରିଲିଜ୍‌ ହେବାକୁ ନ ଦେବାକୁ ଷଡ଼ଯନ୍ତ୍ର କରୁଛନ୍ତି।  କେନ୍ଦ୍ରୀୟ ଫିଲ୍ମ ପ୍ରମାଣପତ୍ର ବୋର୍ଡ(ସିବିଏପ୍‌ସି) ଦ୍ୱାରା ୨୦ କଟ୍‌ ଲଗାଇବା ଖବର ପରେ ଶନିବାର ଅପରାହ୍ନରେ ଗୋବିନ୍ଦା ଏକ ପ୍ରେସ୍‌ କନ୍‌ପ୍ରେନ୍ସରେ ଏହି କଥା କହିଛନ୍ତି। ଖବର ମୁତାବକ ଗୋବିନ୍ଦାଙ୍କ […]

rr

rr

Mihir Pattnayak
  • Published: Tuesday, 13 November 2018
  • Updated: 13 November 2018, 07:26 PM IST

Sports

Latest News

ମୁମ୍ବାଇ: ରାଜା ବାବୁ ଏବେ ରାଗିଛନ୍ତି। କାହା ଉପରେ ଜାଣିଛନ୍ତି। ସେନ୍‌ସର ବୋର୍ଡ୍‌ ଉପରେ। ଆଉ ଅଭିଯୋଗ ବଡ଼ ଗୁରୁତର। ସେ ଅଭିଯୋଗ କରିଛନ୍ତି ଫିଲ୍ମ ଉଦ୍ୟୋଗର ଏମିତି ଏକ ଗୋଷ୍ଠୀ ଅଛନ୍ତି ଯେ ତାଙ୍କ ଫିଲ୍ମକୁ ରିଲିଜ୍‌ ହେବାକୁ ନ ଦେବାକୁ ଷଡ଼ଯନ୍ତ୍ର କରୁଛନ୍ତି।  କେନ୍ଦ୍ରୀୟ ଫିଲ୍ମ ପ୍ରମାଣପତ୍ର ବୋର୍ଡ(ସିବିଏପ୍‌ସି) ଦ୍ୱାରା ୨୦ କଟ୍‌ ଲଗାଇବା ଖବର ପରେ ଶନିବାର ଅପରାହ୍ନରେ ଗୋବିନ୍ଦା ଏକ ପ୍ରେସ୍‌ କନ୍‌ପ୍ରେନ୍ସରେ ଏହି କଥା କହିଛନ୍ତି।

ଖବର ମୁତାବକ ଗୋବିନ୍ଦାଙ୍କ ଫିଲ୍ମ ସହ ଆମୀର ଖାନ୍‌ ଓ ଅମିତାଭ୍‌ଙ୍କ ଅଭିନୀତ ଫିଲ୍ମ ‘ଠଗ୍ସ ଅଫ୍‌ ହନ୍ଦୁସ୍ତାନ୍‌’ ରିଲିଜ୍‌ ହେବାର ଥିଲା।

ଗୋବିନ୍ଦା ଗଣମାଧ୍ୟମକୁ କହିଥିଲେ, ‘‘ଏହା ଗତ ୯ ବର୍ଷରୁ ଚାଲୁଛି। ଏହି ଫିଲ୍ମ ଉଦ୍ୟୋଗରେ କିଛି ଗୋଷ୍ଠୀ ମୋ ବିରୋଧରେ ଷଡ଼ଯନ୍ତ୍ର ରଚୁଛନ୍ତି। ଆଉ ମୋ ଫିଲ୍ମକୁ  ସେତିକି ଗୁରୁତ୍ୱ ଦିଆଯାଉ ନାହିଁ। ଫଳରେ ମୋ ଫିଲ୍ମ ଟାଇମ୍‌ରେ ରିଲିଜ୍‌ ହୋଇପାରୁ ନାହିଁ ଓ ଭଲ ଥିଏଟର୍‌ ମଧ୍ୟ ମିଳୁନାହିଁ। ଏହାର ତାଜା ଉଦାହରଣ ‘ପ୍ରାଇଡେ’ ଯାହା କିଛି ସପ୍ତାହ ପୂର୍ବରୁ ରିଲିଜ୍‌ ହୋଇଥିଲା।  ଏହାକୁ ଖୁବ୍‌ ରିଭ୍ୟୁ ମିଳିଥିଲା କିନ୍ତୁ ବହୁତ୍ ଜଲ୍‌ଦି ହଲ୍‌ରୁ ହଟାଇ ଦିଆ ଯାଇଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story