Advertisment

‘ହମାରୀ ଅଧୁରୀ କାହାନୀ’ର  ପ୍ରଥମ ଦିନ କଲେକ୍ସନ୍ ୫.୦୪ କୋଟି

ମୁମ୍ୱାଇ: ଗତକାଲି ରିଲିଜ୍ ହୋଇଛି ‘ହମାରୀ ଅଧୁରୀ କାହାନୀ’। ବକ୍ସ ଅଫିସରେ ପ୍ରଥମ ଦିନରେ ଏହା କଲେକ୍ସନ କରିଥିଲା ୫.୦୪ କୋଟି ଟଙ୍କା। ଏଥିରେ ଇମରାନ୍ ହାସମୀ, ବିଦ୍ୟା ବାଲାନ୍ ଓ ରାଜକୁମାର ରାଓ ଅଛନ୍ତି ଲିଡ୍ ରୋଲରେ। ନିର୍ଦ୍ଦେଶକ ମୋହିତ ସୁରୀ ଏହା ପୂର୍ବରୁ ‘ଆଶିକି-୨ ’ଓ ‘ଏକ୍ ଭିଲିଆନ୍ ’ପରି ହିଟ୍ ଫିଲ୍ମ ଦର୍ଶକଙ୍କୁ ଦେଇଛନ୍ତି। ଏଥର ମଧ୍ୟ ମୋହିତ ସୁରୀ ଫିଲ୍ମରେ ରୋମାଣ୍ଟିକ୍ ତଡକା ଦେଇଛନ୍ତି।

hamari

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe