Advertisment

ହାପି ବାର୍ଥ ଡ଼େ’ ଐଶ୍

ମୁମ୍ୱାଇ: ୪୨ ବର୍ଷରେ ପଦାର୍ପଣ କଲେ ବଲିଉଡର ନୀଳନୟନା ଐଶର୍ଯ୍ୟା ରାୟ ବଚ୍ଚନ।୧୯୭୩ ମସିହା ଆଜିର ଦିନରେ କର୍ଣ୍ଣାଟକର ମ୍ୟାଙ୍ଗଲୋରରେ ଜନ୍ମ ଗ୍ରହଣ କରିଥିଲେ ଐଶ୍। ୧୯୯୪ ମସିହାରେ ସେ ମିସ୍ ୱାର୍ଲଡ ଟାଇଟଲ ଜିତିଥିଲେ। ତାମିଲ ଫିଲ୍ମ ‘ଇରୁଭର’ରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ତା’ପରେ ଜିନସ୍, ଔର ପ୍ୟାର ହୋଗୟା ଭଳି ଫିଲ୍ମରେ ଆକଟିଂ କରିଥିଲେ। ତେବେ ୧୯୯୯ରେ ସଂଜୟ ଲୀଲା ଭଂସାଲୀଙ୍କ ‘ହମ୍ ଦିଲ୍ ଦେ ଚୁକେ ସନମ’ ଓ ସୁବାଷ […]

ହାପି ବାର୍ଥ ଡ଼େ’ ଐଶ୍

Aishwarya

Advertisment

ମୁମ୍ୱାଇ: ୪୨ ବର୍ଷରେ ପଦାର୍ପଣ କଲେ ବଲିଉଡର ନୀଳନୟନା ଐଶର୍ଯ୍ୟା ରାୟ ବଚ୍ଚନ।୧୯୭୩ ମସିହା ଆଜିର ଦିନରେ କର୍ଣ୍ଣାଟକର ମ୍ୟାଙ୍ଗଲୋରରେ ଜନ୍ମ ଗ୍ରହଣ କରିଥିଲେ ଐଶ୍। ୧୯୯୪ ମସିହାରେ ସେ ମିସ୍ ୱାର୍ଲଡ ଟାଇଟଲ ଜିତିଥିଲେ। ତାମିଲ ଫିଲ୍ମ ‘ଇରୁଭର’ରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ।

Advertisment

ତା’ପରେ ଜିନସ୍, ଔର ପ୍ୟାର ହୋଗୟା ଭଳି ଫିଲ୍ମରେ ଆକଟିଂ କରିଥିଲେ। ତେବେ ୧୯୯୯ରେ ସଂଜୟ ଲୀଲା ଭଂସାଲୀଙ୍କ ‘ହମ୍ ଦିଲ୍ ଦେ ଚୁକେ ସନମ’ ଓ ସୁବାଷ ଘାଇଙ୍କ ଫିଲ୍ମ ‘ତାଲ’ ତାଙ୍କୁ ରାତାରାତି ଷ୍ଟାର କରିଦେଇଥିଲା। ଏହାପରେ ‘ଦେବଦାସ’, ‘ଯୋଦ୍ଧା’ ‘ଆକବର’, ‘ରୋବଟ’, ‘ଗୁଜାରିସ୍’ ପରି ଅନେକ ହିଟ୍ ଫିଲ୍ମ ଦେଇଛନ୍ତି ଐଶ୍ ।

ଶେଷଥର ପାଇଁ ୨୦୧୦ରେ ଐଶଙ୍କୁ ଫିଲ୍ମରେ ଦେଖିବାକୁ ମିଳିଥିଲା।  ୫ବର୍ଷ ପରେ ସଂଜୟ ଗୁପ୍ତାଙ୍କ ‘ଜଜବା’ରେ ନିଜର ଦ୍ୱିତୀୟ ଇଂନିସ ଆରମ୍ଭ କରିଛନ୍ତି ଏଶ୍ୱର୍ଯ୍ୟା। ଏବେ ଐଶଙ୍କ ହାତରେ ପ୍ରାୟ ୭ରୁ୮ଟି ଫିଲ୍ମ ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe