Advertisment

ହାପି ବାର୍ଥ ଡେ’ ସୁସ୍ମିତା

ମୁମ୍ୱାଇ: ଅଭିନେତ୍ରୀ ସୁସ୍ମିତା ସେନଙ୍କ ଆଜି ଜନ୍ମ ଦିନ। ୧୯୭୫ ଆଜିର ଦିନରେ ହାଇଦ୍ରାବଦରେ ଜନ୍ମ ଗ୍ରହଣ କରିଥିଲେ ସୁସ୍ମିତା। ୧୯୯୪ରେ ସେ ବ୍ରହ୍ମାଣ୍ଡ ସୁନ୍ଦରୀ ତାଜ୍ ଜିତିଥିଲେ। ସୁସ୍ମିତା ଆଜି ଯାଏଁ ଅବିବାହିତ ଅଛନ୍ତି। ଅଭିନୟ ସହ ସମାଜସେବାରେ ସେ ନିଜକୁ ସାମିଲ କରିଛନ୍ତି। ବଲିଉଡର ବହୁ କଳାକାରଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ୧୯୯୬ରେ ରିଲିଜ ହୋଇଥିବା ଫିଲ୍ମ ‘ଦସ୍ତତକ’ରୁ ସେ ତାଙ୍କ ବଲିଉଡ୍ କ୍ୟାରିୟର ଆରମ୍ଭ କରିଥିଲେ। […]

ଅଦ୍ୟତନ ହୋଇଛି
ହାପି ବାର୍ଥ ଡେ’ ସୁସ୍ମିତା

sushmita

Advertisment

ମୁମ୍ୱାଇ: ଅଭିନେତ୍ରୀ ସୁସ୍ମିତା ସେନଙ୍କ ଆଜି ଜନ୍ମ ଦିନ। ୧୯୭୫ ଆଜିର ଦିନରେ ହାଇଦ୍ରାବଦରେ ଜନ୍ମ ଗ୍ରହଣ କରିଥିଲେ ସୁସ୍ମିତା। ୧୯୯୪ରେ ସେ ବ୍ରହ୍ମାଣ୍ଡ ସୁନ୍ଦରୀ ତାଜ୍ ଜିତିଥିଲେ। ସୁସ୍ମିତା ଆଜି ଯାଏଁ ଅବିବାହିତ ଅଛନ୍ତି। ଅଭିନୟ ସହ ସମାଜସେବାରେ ସେ ନିଜକୁ ସାମିଲ କରିଛନ୍ତି। ବଲିଉଡର ବହୁ କଳାକାରଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

Advertisment

୧୯୯୬ରେ ରିଲିଜ ହୋଇଥିବା ଫିଲ୍ମ ‘ଦସ୍ତତକ’ରୁ ସେ ତାଙ୍କ ବଲିଉଡ୍ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ‘ଜୋର’ ହିନ୍ଦୁସାନ କି କସମ୍’ ‘ବିବି ନମ୍ୱର ୱାନ’ ଓ ‘ନାୟକ’ ପରି ଅନେକ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଛି। ଫିଲ୍ମ ‘ବିବି ନମ୍ୱର ୱାନ’ ପାଇଁ ଫିଲ୍ମ ଫେୟାର ସର୍ବଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe