Advertisment

ନିହାରିକାଙ୍କ ନିଆରା ପସନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଅଭିନେତ୍ରୀ ନିହାରିକା ଦାସ। ‘ତରଙ୍ଗ’ରେ ପ୍ରସାରିତ ରିଆଲିଟି ଶୋ’ ‘କିଏ ହେବ ମୋ ହିରୋଇନ୍‌’ରେ ବିଜୟୀ ହେବା ପରେ ସେ ଓଲିଉଡରେ ପାଦ ଦେଇଥିଲେ। ତାଙ୍କ ପ୍ରଥମ ଫିଲ୍ମର ନାଁ ଥିଲା ‘ତୁ କହିବୁ ନା ମୁଁ’। ଏହି ଫିଲ୍ମରେ ସେ ଅଭିନେତା ଅମ୍ଲାନଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମରେ ଜବରଦସ୍ତ ଅଭିନୟ କରୁଥିବା ନିହାରିକାଙ୍କର ଗୋଟେ ନିଆରା ପସନ୍ଦ ରହିଛି। ସବୁ ସେଲିବ୍ରେଟି ମାନଙ୍କର ସ୍ୱତନ୍ତ୍ର ଡାଏଟ୍‌ ପ୍ଲାନ୍‌ […]

ନିହାରିକାଙ୍କ ନିଆରା ପସନ୍ଦ

b-450x270

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଅଭିନେତ୍ରୀ ନିହାରିକା ଦାସ। ‘ତରଙ୍ଗ’ରେ ପ୍ରସାରିତ ରିଆଲିଟି ଶୋ’ ‘କିଏ ହେବ ମୋ ହିରୋଇନ୍‌’ରେ ବିଜୟୀ ହେବା ପରେ ସେ ଓଲିଉଡରେ ପାଦ ଦେଇଥିଲେ। ତାଙ୍କ ପ୍ରଥମ ଫିଲ୍ମର ନାଁ ଥିଲା ‘ତୁ କହିବୁ ନା ମୁଁ’। ଏହି ଫିଲ୍ମରେ ସେ ଅଭିନେତା ଅମ୍ଲାନଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମରେ ଜବରଦସ୍ତ ଅଭିନୟ କରୁଥିବା ନିହାରିକାଙ୍କର ଗୋଟେ ନିଆରା ପସନ୍ଦ ରହିଛି।

Advertisment

publive-imageସବୁ ସେଲିବ୍ରେଟି ମାନଙ୍କର ସ୍ୱତନ୍ତ୍ର ଡାଏଟ୍‌ ପ୍ଲାନ୍‌ ଥାଏ। ନିଜକୁ ଫିଟ୍ ଏବଂ ଗ୍ଲାମରସ୍‌ ରଖିବା ପାଇଁ ସେମାନେ ନିଜ ଡାଏଟ୍‌ ଉପରେ ଧ୍ୟାନ ଦିଅନ୍ତି। କିନ୍ତୁ ନିହାରିକା ଟିକେ ଭିନ୍ନ। ତାଙ୍କ ଖାଦ୍ୟ ସୂଚୀ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ତାଙ୍କୁ ଫ୍ରାଏଡ୍‌ ରାଇସ୍‌ ସହ ସସ୍ ଲଗାଇ ଖାଇବାକୁ ଭଲ ଲାଗେ। ସେହିପରି କୋଲ୍ଡ ଡିଙ୍କସରେ ଚକୋଲେଟ୍‌ ବୁଡାଇ ଖାଇବାକୁ ତାଙ୍କୁ ଭଲ ଲାଗେ।

ନିହାରିକାଙ୍କ କହିବା ଅନୁଯାୟୀ, ସେ କେବେବି ଖାଇବାକୁ ନେଇ ଏତେ ଚିନ୍ତା କରନ୍ତି ନାହିଁ। ଯାହା ମିଳେ ଖାଆନ୍ତି।  ତା’ସହ ଜିମ୍‌ ଯାଆନ୍ତି ଓ ଯୋଗ କରନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe