Advertisment

‘ହେଟ୍ ଷ୍ଟୋରୀ 3’ର ଦୁଇଦିନରେ ବ୍ୟବସାୟ ୧୭.୭୭ କୋଟି ଟଙ୍କା

ନୂଆଦିଲ୍ଲୀ: ଗତ ଶୁକ୍ରବାର ରିଲିଜ୍ ହୋଇଥିବା ଫିଲ୍ମ ‘ହେଟ୍ ଷ୍ଟୋରୀ 3’ ବକ୍ସ ଅଫିସରେ ଭଲ ଆୟ କରିଛି। ରିଲିଜର ପର ଦିନ ଫିଲ୍ମଟି ବକ୍ସ ଅଫିସରେ ୮.୦୫କୋଟି ଟଙ୍କା ଆୟ କରିଥିଲା। ଦୁଇ ଦିନରେ ଫିଲ୍ମଟି ୧୭.୭୭ କୋଟି ଟଙ୍କା ଆୟ କରି ପାରିଛି। ଫିଲ୍ମ ସମୀକ୍ଷକ ତରୁଣ ଆଦର୍ଶ ଟ୍ୱିଟ୍ କରିଛନ୍ତି, ‘ହେଟ୍ ଷ୍ଟୋରୀ 3’ ବକ୍ସ ଅଫିସରେ ଭଲ ଆୟ କରିଚାଲିଛି । ଶୁକ୍ରବାର ୯.୭୨ କୋଟି ଟଙ୍କା ଓ ଶନିବାର ୮.୦୫ […]

ଅଦ୍ୟତନ ହୋଇଛି
‘ହେଟ୍ ଷ୍ଟୋରୀ 3’ର ଦୁଇଦିନରେ ବ୍ୟବସାୟ ୧୭.୭୭ କୋଟି ଟଙ୍କା

Hate Story 3

Advertisment

ନୂଆଦିଲ୍ଲୀ: ଗତ ଶୁକ୍ରବାର ରିଲିଜ୍ ହୋଇଥିବା ଫିଲ୍ମ ‘ହେଟ୍ ଷ୍ଟୋରୀ 3’ ବକ୍ସ ଅଫିସରେ ଭଲ ଆୟ କରିଛି। ରିଲିଜର ପର ଦିନ ଫିଲ୍ମଟି ବକ୍ସ ଅଫିସରେ ୮.୦୫କୋଟି ଟଙ୍କା ଆୟ କରିଥିଲା। ଦୁଇ ଦିନରେ ଫିଲ୍ମଟି ୧୭.୭୭ କୋଟି ଟଙ୍କା ଆୟ କରି ପାରିଛି। ଫିଲ୍ମ ସମୀକ୍ଷକ ତରୁଣ ଆଦର୍ଶ ଟ୍ୱିଟ୍ କରିଛନ୍ତି, ‘ହେଟ୍ ଷ୍ଟୋରୀ 3’ ବକ୍ସ ଅଫିସରେ ଭଲ ଆୟ କରିଚାଲିଛି । ଶୁକ୍ରବାର ୯.୭୨ କୋଟି ଟଙ୍କା ଓ ଶନିବାର ୮.୦୫ କୋଟି ଟଙ୍କା ଆୟ କରିପାରିଛି।

Advertisment

‘ହେଟ୍ ଷ୍ଟୋରୀ 3’ ପୂରା ଦେଶରେ ମୋଟ ୨୬୯୦ ସ୍କ୍ରିନରେ ରିଲିଜ୍ ହୋଇଥିଲା। ଏହି ଫିଲ୍ମରେ ଶରମନ୍, ଡେଜି ଶାହା, ଜରୀନ ଖାଁ ଏବଂ କରଣ ସିଂ ଗୋବର ମୁଖ୍ୟ ଭୂମିକା ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe