Advertisment

ଏଇ ସବୁ ଫିଲ୍ମରେ ସୁଟିଂ ପାଇଁ ସତରେ ସେକ୍ସ କରିଥିଲେ ହିରୋହିରୋଇନ୍

ବଲିଉଡ୍ ହେଉ ଅବା ହଲିଉଡ୍‌ ସବୁଠି ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ଏପରିକି ଅଭିନେତା ଓ ଅଭିନେତ୍ରୀମାନେ ଚରିତ୍ର ଓ ପରିସ୍ଥିତିକୁ ଅଧିକରୁ ଅଧିକ ବାସ୍ତବିକ କରିବା ପାଇଁ ବହୁତ କଷ୍ଟ କରନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଏମିତି କିଛି ଫିଲ୍ମ ଅଛି ଯେଉଁଥିରେ କାମୁକ ଦୃଶ୍ୟଗୁଡ଼ିକୁ ରିଏଲିଷ୍ଟିକ୍ କରିବା ପାଇଁ କଳାକାରମାନେ ବାସ୍ତବରେ ସେକ୍ସ କରିଥିଲେ। ଜାଣନ୍ତୁ ଏହି ଫିଲ୍ମଗୁଡ଼ିକ ସଂପର୍କରେ। ସର୍ଟବସ୍‌: ଏହା ଏମିତି ଏକ ଫିଲ୍ମ ଯାହା କାହାଣୀ ଅପେକ୍ଷା ସେକ୍ସ ସିନ୍‌ […]

ଅଦ୍ୟତନ ହୋଇଛି
ଏଇ ସବୁ ଫିଲ୍ମରେ ସୁଟିଂ ପାଇଁ ସତରେ ସେକ୍ସ କରିଥିଲେ ହିରୋହିରୋଇନ୍

kk

Advertisment

ବଲିଉଡ୍ ହେଉ ଅବା ହଲିଉଡ୍‌ ସବୁଠି ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ଏପରିକି ଅଭିନେତା ଓ ଅଭିନେତ୍ରୀମାନେ ଚରିତ୍ର ଓ ପରିସ୍ଥିତିକୁ ଅଧିକରୁ ଅଧିକ ବାସ୍ତବିକ କରିବା ପାଇଁ ବହୁତ କଷ୍ଟ କରନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଏମିତି କିଛି ଫିଲ୍ମ ଅଛି ଯେଉଁଥିରେ କାମୁକ ଦୃଶ୍ୟଗୁଡ଼ିକୁ ରିଏଲିଷ୍ଟିକ୍ କରିବା ପାଇଁ କଳାକାରମାନେ ବାସ୍ତବରେ ସେକ୍ସ କରିଥିଲେ। ଜାଣନ୍ତୁ ଏହି ଫିଲ୍ମଗୁଡ଼ିକ ସଂପର୍କରେ।

Advertisment

ସର୍ଟବସ୍‌: ଏହା ଏମିତି ଏକ ଫିଲ୍ମ ଯାହା କାହାଣୀ ଅପେକ୍ଷା ସେକ୍ସ ସିନ୍‌ ପାଇଁ ଅଧିକ ପପୁଲାର ହୋଇଥିଲା। ଏହି ଫିଲ୍ମଟି ବ୍ରୁକଲିନର ଏକ ସେଲୁନ୍ ଉପରେ ଆଧାରିତ ଥିଲା।

publive-image

ନାଇନ୍ ସଂଗ୍‌ସ: ୨୦୦୫ରେ ଏହି ଫିଲ୍ମ ରିଲିଜ୍ ହୋଇଥିଲା। ଏହା ଏକ ଲଭ୍ ଷ୍ଟୋରୀ ଉପରେ ଆଧାରିତ।

Advertisment

ଦ ବ୍ରାଉନ ବନି: ୨୦୦୩ରେ ରିଲିଜ୍ ହୋଇଥିଲା ଏହି ଫିଲ୍ମ। ଏଥିରେ ହିରୋ ଜଣେ ଏମିତି ମହିଳାଙ୍କ ସନ୍ଧାନରେ ଅଛନ୍ତି ଯାହାଙ୍କୁ ସେ ବାସ୍ତବରେ ପ୍ରେମ କରିପାରିବେ। ଏଥିପାଇଁ ସେ ବାଇକ୍‌ରେ ପୂରା ପୃଥିବୀ ବୁଲି ଆସନ୍ତି।

ଦ ଇଡିଅଟ୍‌ସ: ମାନସିକ ଭାବେ ଅସନ୍ତୁଳିତ ଏକ ଚରିତ୍ରକୁ ନେଇ ଫିଲ୍ମଟି ଗତିଶୀଳ ହୋଇଛି। ଏଥିରେ ବି ସେକ୍ସ ସିନ୍‌ ପୂରା ବାସ୍ତବିକ।

ଆହୁରି ମଧ୍ୟ ପଢନ୍ତୁ: ଅଭିନୟ ପୂର୍ବରୁ କଲ୍‌ ସେଣ୍ଟରରେ କାମ କରୁଥିଲେ ଏହି ଅଭିନେତ୍ରୀ

ଇଣ୍ଟିମାସି: ୨୦୦୧ରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ହିରୋ ସେହି ଝିଅର ନାଁ ଜାଣିବା ପାଇଁ ବହୁତ କଷ୍ଟ କରୁଛି ଯାହା ସହିତ ସେ ପ୍ରତି ସପ୍ତାହରେ କିଛି ସମୟ ବିତାଏ।

mm

ଏମିତି ଆଉ କିଛି ଫିଲ୍ମ ହେଉଛି Cruising, Antichrist, Don’t Look Now,  Lie With Me।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe