ଅଦ୍ୟତନ ହୋଇଛି
kareenaarjun
Advertisment
ନୂଆଦିଲ୍ଲୀ: ବଲିଉଡ୍ର ବେବୋ ଓ ଅର୍ଜୁନ୍ କପୁରଙ୍କ ଆଗାମୀ ଫିଲ୍ମ ‘କି ଆଣ୍ଡ୍ କା’ ଖୁବଶୀଘ୍ର ରିଲିଜ୍ ହେବାକୁ ଯାଉଛି। ଏହା ପୂର୍ବରୁ ଫିଲ୍ମର ଆଉ ଏକ ଗୀତ ରିଲିଜ୍ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହି ଗୀତରେ ଅର୍ଜୁନ୍ କପୁର ୪ ଇଞ୍ଚର ହାଇହିଲ୍ ପିନ୍ଧି ଡ୍ୟାନ୍ସ କରିଥିବା ଦେଖି ପାରିବେ ଦର୍ଶକ। ଏଥିପାଇଁ ଅର୍ଜୁନଙ୍କୁ ଖୁବ୍ ପରିଶ୍ରମ କରିବାକୁ ପଡ଼ିଛି। ଏହି ଗୀତ ରିଲିଜ୍ ପୂର୍ବରୁ ଅର୍ଜୁନ୍ ଟ୍ୱିଟ୍ରେ କିଛି ଫଟୋ ପୋଷ୍ଟ୍ କରିଛନ୍ତି। ଏଥିରେ ସେ ହାଇହିଲ୍ ପିନ୍ଧିଥିବା ଦେଖିବାକୁ ମିଳିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/02/21_02_2016-kareenaarjun.jpg)