ମୁମ୍ବାଇ: ଜନ୍ ଆବ୍ରାହମ୍ଙ୍କ ଫିଲ୍ମ ‘ସତ୍ୟମେବ ଜୟତେ’ ରେ ଦିଲ୍ବର ଗୀତଟି ଆପଣ ଶୁଣିଥିବେ ନିଶ୍ଚୟ। ଯାହା ସୁପରହିଟ୍ ହୋଇଥିଲା। ଏଥିରେ ନିଜ ବେଲିଡ୍ୟାନ୍ସ ସହ ଜବରଦସ୍ତ ଏକ୍ସପ୍ରେସନ୍ରେ ସମସ୍ତଙ୍କୁ ମତୁଆଲା କରିଥିଲେ ନୋରାହ ଫତେହୀ। ଯାହାକି ସୁସ୍ମିତା ସେନ୍ଙ୍କ ‘ସିର୍ଫ୍ ତୁମ୍’ ଫିଲ୍ମର ନୂଆ ଭର୍ସନ୍ ବୋଲି କୁହାଯାଉଥିଲା।
ହେଲେ ଏବେ ସୁସ୍ମିତା, ନୋରାହଙ୍କ ପରେ ଏହି ଗୀତରେ ନିଜ ଜଲୱା ଦେଖାଇବେ ଟିଭି ଅଭିନେତ୍ରୀ ହୀନା ଖାନ୍। ନିକଟରେ ଷ୍ଟାର ପରିବାର ୨୦୧୮ରେ ହୀନାଙ୍କୁ ଏହି ଗୀତରେ ନାଚୁଥିବାର ଦେଖିବାକୁ ମିଳିବ। ତା’ ପୂର୍ବରୁ ହୀନା ରିହରସଲ୍ ସମୟର ଏକ ଭିଡିଓ ନିଜ ଫ୍ୟାନ୍ କ୍ଲବ୍ ଆକାଉଣ୍ଟ୍ରେ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କର ଧମେକାଦାର ଡ୍ୟାନ୍ସ ଦେଖିବାକୁ ମିଳୁଛି। ସମସ୍ତେ ଜାଣିଛନ୍ତି ହୀନା ଜଣେ ଭଲ ଅଭିନେତ୍ରୀ ଓ ଭଲ ଡ୍ୟାନ୍ସର ମଧ୍ୟ।
ହୀନା ଆଗକୁ ଷ୍ଟାର ପ୍ଲସର ଲୋକପ୍ରିୟ ଧାରବାହିକ ‘କସୌଟି -୨’ରେ ଦେଖିବାକୁ ମିଲିବ। ସେଥିରେ ସେ ଆଇକୋନିକ ଚରିତ୍ର କୋମଲିକା ଚରିତ୍ରରେ ଅଭିନୟ କରିବେ।
https://www.instagram.com/p/BoovIbqltv4/?taken-by=hinaworldz
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ଓସ୍କାର ରେସ୍ରୁ ଆଉଟ ହେଲା 'ଲାପତା ଲେଡିଜ୍'
କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଥିଲା। ମାତ୍ର ଏବେ ଏହା ଓସ୍କାର ରେସ୍ରୁ ବାହାରି ଯାଇଥିବା ବେଳେ ଭାରତୀୟ ସିନେ ପ୍ରେମୀଙ୍କୁ ଲାଗିଛି ଶକ୍ତ ଝଟକା।
Entertainment
ଦଳାଚକଟାରେ ଗୁରୁତର ନାବାଳକଙ୍କୁ ଭେଟିବାକୁ ଚାହିଁଲେ ଅଲ୍ଲୁ ଅର୍ଜୁନ, କହିଲେ...
ପୁଷ୍ପା-୨ ଫିଲ୍ମର ସ୍କ୍ରିନିଂ ଅବସରରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳଚକଟାରେ ୩୯ ବର୍ଷୀୟା ମହିଳା ଅଣନିଃଶ୍ୱାସୀ ହୋଇ ମୃତ୍ୟୁ ଘଟିଥିଲା। ତାଙ୍କର ଆଠ ବର୍ଷର ପୁଅ ମଧ୍ୟ ଗୁରୁତର ହୋଇପଡ଼ିଥିଲେ।
Entertainment
ଶୀତୁଆ ରାତିରେ ତାତି ବଢ଼ାଇଲେ ନିଶା; ମଞ୍ଚରେ କଲେ ତତଲା ଡ୍ୟାନ୍ସ
ମହୁଲଟିକ୍ରା ପଡିଆରେ ଖେଳୁଥିଲା ଗୌରୀ ଗଣନାଟ୍ୟ। ପ୍ରଥମ ତିନି ରାତି ଜବରଦସ୍ତ ନାଟକ ପରିବେଷଣ କରାଯାଇଲା। ଯାତ୍ରା ପ୍ରେମୀଙ୍କର ଖଚାଖଚ୍ ଭିଡ ଜମିଥିଲା।
National
ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଅନ୍ତରୀଣ ଜାମିନ
ତଳ କୋର୍ଟ ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ବେଳେ ହାଇକୋର୍ଟ ଦେଇଛନ୍ତି ବଡ଼ ଆଶ୍ୱସ୍ତି।
National
ଅଲ୍ଲୁଙ୍କୁ ଗିରଫ କରିବା ପାଇଁ ବେଡ୍ ରୁମ୍ ପର୍ଯ୍ୟନ୍ତ ପଳାଇଥିଲା ପୁଲିସ, ପୋଷାକ ବଦଳାଇବାକୁ ଦେଇ ନଥିଲା ସମୟ
ନାମପଲ୍ଲୀ କୋର୍ଟ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି।