Advertisment

ଦିଲ୍‌ବର୍‌ ଗୀତରେ ହୀନା ଲଗାଇବେ ଠୁମ୍‌କା, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଜନ୍‌ ଆବ୍ରାହମ୍‌ଙ୍କ ଫିଲ୍ମ ‘ସତ୍ୟମେବ ଜୟତେ’ ରେ ଦିଲ୍‌ବର ଗୀତଟି ଆପଣ ଶୁଣିଥିବେ ନିଶ୍ଚୟ। ଯାହା ସୁପରହିଟ୍‌ ହୋଇଥିଲା। ଏଥିରେ ନିଜ ବେଲିଡ୍ୟାନ୍ସ ସହ ଜବରଦସ୍ତ ଏକ୍ସପ୍ରେସନ୍‌ରେ ସମସ୍ତଙ୍କୁ ମତୁଆଲା କରିଥିଲେ ନୋରାହ ଫତେହୀ। ଯାହାକି ସୁସ୍ମିତା ସେନ୍‌ଙ୍କ ‘ସିର୍ଫ୍‌ ତୁମ୍‌’ ଫିଲ୍ମର ନୂଆ ଭର୍ସନ୍‌ ବୋଲି କୁହାଯାଉଥିଲା। ହେଲେ ଏବେ ସୁସ୍ମିତା, ନୋରାହଙ୍କ ପରେ ଏହି ଗୀତରେ ନିଜ ଜଲୱା ଦେଖାଇବେ ଟିଭି ଅଭିନେତ୍ରୀ ହୀନା ଖାନ୍‌। ନିକଟରେ ଷ୍ଟାର ପରିବାର ୨୦୧୮ରେ ହୀନାଙ୍କୁ […]

ଅଦ୍ୟତନ ହୋଇଛି
ଦିଲ୍‌ବର୍‌ ଗୀତରେ ହୀନା ଲଗାଇବେ ଠୁମ୍‌କା, ଦେଖନ୍ତୁ ଭିଡିଓ

f

Advertisment

ମୁମ୍ବାଇ: ଜନ୍‌ ଆବ୍ରାହମ୍‌ଙ୍କ ଫିଲ୍ମ ‘ସତ୍ୟମେବ ଜୟତେ’ ରେ ଦିଲ୍‌ବର ଗୀତଟି ଆପଣ ଶୁଣିଥିବେ ନିଶ୍ଚୟ। ଯାହା ସୁପରହିଟ୍‌ ହୋଇଥିଲା। ଏଥିରେ ନିଜ ବେଲିଡ୍ୟାନ୍ସ ସହ ଜବରଦସ୍ତ ଏକ୍ସପ୍ରେସନ୍‌ରେ ସମସ୍ତଙ୍କୁ ମତୁଆଲା କରିଥିଲେ ନୋରାହ ଫତେହୀ। ଯାହାକି ସୁସ୍ମିତା ସେନ୍‌ଙ୍କ ‘ସିର୍ଫ୍‌ ତୁମ୍‌’ ଫିଲ୍ମର ନୂଆ ଭର୍ସନ୍‌ ବୋଲି କୁହାଯାଉଥିଲା।

Advertisment

ହେଲେ ଏବେ ସୁସ୍ମିତା, ନୋରାହଙ୍କ ପରେ ଏହି ଗୀତରେ ନିଜ ଜଲୱା ଦେଖାଇବେ ଟିଭି ଅଭିନେତ୍ରୀ ହୀନା ଖାନ୍‌। ନିକଟରେ ଷ୍ଟାର ପରିବାର ୨୦୧୮ରେ ହୀନାଙ୍କୁ ଏହି ଗୀତରେ ନାଚୁଥିବାର ଦେଖିବାକୁ ମିଳିବ। ତା’ ପୂର୍ବରୁ ହୀନା ରିହରସଲ୍‌ ସମୟର ଏକ ଭିଡିଓ ନିଜ ଫ୍ୟାନ୍‌ କ୍ଲବ୍‌ ଆକାଉଣ୍ଟ୍‌ରେ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କର ଧମେକାଦାର ଡ୍ୟାନ୍ସ ଦେଖିବାକୁ ମିଳୁଛି। ସମସ୍ତେ ଜାଣିଛନ୍ତି ହୀନା ଜଣେ ଭଲ ଅଭିନେତ୍ରୀ ଓ ଭଲ ଡ୍ୟାନ୍ସର ମଧ୍ୟ।

ହୀନା ଆଗକୁ ଷ୍ଟାର ପ୍ଲସର ଲୋକପ୍ରିୟ ଧାରବାହିକ ‘କସୌଟି -୨’ରେ ଦେଖିବାକୁ ମିଲିବ। ସେଥିରେ ସେ ଆଇକୋନିକ ଚରିତ୍ର କୋମଲିକା ଚରିତ୍ରରେ ଅଭିନୟ କରିବେ।

Advertisment

https://www.instagram.com/p/BoovIbqltv4/?taken-by=hinaworldz

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe