ଓସ୍କାରରୁ ବାଦ୍‌ ପଡିଲା ପ୍ରିୟଙ୍କାଙ୍କ ଫିଲ୍ମ, ହାତେଇ ନେଲା ‘ନୋମାଡଲ୍ୟାଣ୍ଡ’

ଲସ୍‌ଆଞ୍ଜଲିସ୍‌: ଘୋଷଣା ହୋଇଛି ବହୁ ପ୍ରତିକ୍ଷିତ ଏକାଡେମୀ ଆୱାର୍ଡ ତଥା ଓସ୍କାର ଆୱାର୍ଡ । ୨୦୨୧ର ଓସ୍କାର ପୁରସ୍କାର ସମାରୋହରେ ବାଜି ମାରିଛି ‘ନୋମାଡଲ୍ୟାଣ୍ଡ’। ସମସ୍ତଙ୍କୁ ପଛରେ ପକାଇ ଏହି ଫିଲ୍ମ ହାତେଇଛି ତିନି ତିନିଟି ଆୱାର୍ଡ। ଏକ ଗାଡି ଉପରେ ଜୀବନଯାପନ କରୁଥିବା ଜଣେ ମହିଳାଙ୍କ ଉପରେ ଅାଧାରିତ ଏହି ଫିଲ୍ମକୁ  ମିଳିଛି ୩ଟି ବ଼ଡ ପୁରସ୍କାର। ଏ ବର୍ଷର ଏକାଡେମୀ ଆଓ୍ୱାର୍ଡରେ ‘ନୋମାଡଲ୍ୟାଣ୍ଡ’ ଶ୍ରେଷ୍ଠ ଫିଲ୍ମ ଭାବେ ବିବେଚିତ ହୋଇଛି। ସେହିପରି ଏହି ଫିଲ୍ମର […]

Oscar

Oscar

Madhupriya Mistry
  • Published: Monday, 26 April 2021
  • Updated: 26 April 2021, 10:53 AM IST

ଲସ୍‌ଆଞ୍ଜଲିସ୍‌: ଘୋଷଣା ହୋଇଛି ବହୁ ପ୍ରତିକ୍ଷିତ ଏକାଡେମୀ ଆୱାର୍ଡ ତଥା ଓସ୍କାର ଆୱାର୍ଡ । ୨୦୨୧ର ଓସ୍କାର ପୁରସ୍କାର ସମାରୋହରେ ବାଜି ମାରିଛି ‘ନୋମାଡଲ୍ୟାଣ୍ଡ’। ସମସ୍ତଙ୍କୁ ପଛରେ ପକାଇ ଏହି ଫିଲ୍ମ ହାତେଇଛି ତିନି ତିନିଟି ଆୱାର୍ଡ। ଏକ ଗାଡି ଉପରେ ଜୀବନଯାପନ କରୁଥିବା ଜଣେ ମହିଳାଙ୍କ ଉପରେ ଅାଧାରିତ ଏହି ଫିଲ୍ମକୁ  ମିଳିଛି ୩ଟି ବ଼ଡ ପୁରସ୍କାର। ଏ ବର୍ଷର ଏକାଡେମୀ ଆଓ୍ୱାର୍ଡରେ ‘ନୋମାଡଲ୍ୟାଣ୍ଡ’ ଶ୍ରେଷ୍ଠ ଫିଲ୍ମ ଭାବେ ବିବେଚିତ ହୋଇଛି।

ସେହିପରି ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା କ୍ଲୋଇ ଚାଓ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ଜିତିଛନ୍ତି।  ଓସ୍କାରର ୯୩ ବର୍ଷର ଇତିହାସରେ କ୍ଲୋଇ ଚାଓ ଦ୍ୱିତୀୟ ମହିଳା ଭାବେ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ହାତେଇଛନ୍ତି।

ସେହିପରି ଫିଲ୍ମର ଲିଡ୍‌ ରୋଲରେ ଥିବା ଫ୍ରାନ୍ସିସ୍ ମ୍ୟାକଡୋରମାଣ୍ଡଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର।  ଅନ୍ୟପକ୍ଷରେ ବେଷ୍ଟ ଆକ୍ଟର ପୁରସ୍କାର ପାଇଛନ୍ତି ବିଶିଷ୍ଠ ଅଭିନେତା ଆନ୍ଥୋନି ହପକିନ୍ସ ।  ୮୩ ବର୍ଷୀୟ ଏହି ବ୍ରିଟିଶ୍ ଅଭିନେତାଙ୍କୁ ଫିଲ୍ମ ‘ଦି ଫାଦର’ ପାଇଁ ପୁରସ୍କାର ମିଳିଛି।  ଆଉ ଏହି ପୁରସ୍କାର ଜିତିବାରେ ସେ ହେଛନ୍ତି ସବୁଠାରୁ ବୟସ୍କ ଅଭିନେତା।

ତେବେ ଏହି ଓସ୍କାରରୁ ବାଦ୍‌ ପଡିଛି ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ। ୧୫ ମାର୍ଚ୍ଚ ୨୦୨୧ ରେ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ୱାମୀ ନିକ ଜୋନାସ ଓସ୍କାର ଆୱାର୍ଡ ନାମାଙ୍କନ ଘୋଷଣା କରିଥିଲେ । ଯେଉଁଥିରେ ପ୍ରିୟଙ୍କାଙ୍କ ଫିଲ୍ମ ‘ଦ ହ୍ୱାଇଟ୍ ଟାଇଗର’ ମଧ୍ୟ ସାମିଲ୍ ଥିଲା । ବର୍ତ୍ତମାନ ଏହି ଆୱାର୍ଡ ସୋ’ ଆୟୋଜିତ ହୋଇଛି ।  ଏଥି ସହିତ, ଅନେକ ବର୍ଗର ବିଜେତାଙ୍କ ନାମ ଘୋଷଣା କରାଯାଇଛି । କିନ୍ତୁ ‘ଦ ହ୍ୱାଇଟ୍ ଟାଇଗର୍’ ଆୱାର୍ଡ ଜିତି ପାରି ନାହିଁ, ଫିଲ୍ମଟି ଶ୍ରେଷ୍ଠ ଆଡେପ୍ଟେଡ୍ ସ୍କ୍ରିନପ୍ଲେ ବର୍ଗରେ ମନୋନୀତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story