ଗୋଲ୍ଡେନ୍ ଗ୍ଲୋବସ୍ ଆୱାର୍ଡ: ଶ୍ରେଷ୍ଠ ଅଭିନେତା ଅଷ୍ଟିନ

ଲସ୍‌ଏଞ୍ଜଲିସ୍‌: ହଲିଉଡର ଅନ୍ୟତମ ସମ୍ମାନଜକ ଆୱାର୍ଡ ଗୋଲ୍ଡେନ୍ ଗ୍ଲୋବସ୍‌-୨୦୨୩ ଆମେରିକା ସ୍ଥିତ କାଲିଫର୍ଣ୍ଣିଆର ବେୱେର୍ଲି ହିଲ୍‌ଟନ୍‌ରେ ଆୟୋଜିତ ହୋଇଯାଇଛି । ଚଳିତ ବର୍ଷ ଏହି ଆୱାର୍ଡ ଉତ୍ସବରେ ଇତିହାସ ରଚିଛି ଭାରତୀୟ ଫିଲ୍ମ ଆର୍‌ଆର୍‌ଆର୍। ଫିଲ୍ମର ନାଟୁ ନାଟୁ ଗୀତକୁ ବେଷ୍ଟ ଅରିଜନାଲ ସଙ୍ଗର ଆୱାର୍ଡ ମିଳିଛି। ଏହାବ୍ୟତୀତ ଶ୍ରେଷ୍ଠ ଅଭିନେତା ରୂପେ ଅଷ୍ଟିନ ବଟଲର୍‌ଙ୍କୁ ଗୋଲ୍ଡେନ ଗ୍ଲୋବସ୍ ଆୱାର୍ଡ ମିଳିଛି । ଫିଲ୍ମ ଏଲ୍ୱିସ୍ ପାଇଁ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି । ସେହିପରି […]

austin butler

austin butler

Madhupriya Mistry
  • Published: Wednesday, 11 January 2023
  • Updated: 11 January 2023, 11:26 AM IST

Sports

Latest News

ଲସ୍‌ଏଞ୍ଜଲିସ୍‌: ହଲିଉଡର ଅନ୍ୟତମ ସମ୍ମାନଜକ ଆୱାର୍ଡ ଗୋଲ୍ଡେନ୍ ଗ୍ଲୋବସ୍‌-୨୦୨୩ ଆମେରିକା ସ୍ଥିତ କାଲିଫର୍ଣ୍ଣିଆର ବେୱେର୍ଲି ହିଲ୍‌ଟନ୍‌ରେ ଆୟୋଜିତ ହୋଇଯାଇଛି । ଚଳିତ ବର୍ଷ ଏହି ଆୱାର୍ଡ ଉତ୍ସବରେ ଇତିହାସ ରଚିଛି ଭାରତୀୟ ଫିଲ୍ମ ଆର୍‌ଆର୍‌ଆର୍। ଫିଲ୍ମର ନାଟୁ ନାଟୁ ଗୀତକୁ ବେଷ୍ଟ ଅରିଜନାଲ ସଙ୍ଗର ଆୱାର୍ଡ ମିଳିଛି।

ଏହାବ୍ୟତୀତ ଶ୍ରେଷ୍ଠ ଅଭିନେତା ରୂପେ ଅଷ୍ଟିନ ବଟଲର୍‌ଙ୍କୁ ଗୋଲ୍ଡେନ ଗ୍ଲୋବସ୍ ଆୱାର୍ଡ ମିଳିଛି । ଫିଲ୍ମ ଏଲ୍ୱିସ୍ ପାଇଁ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି । ସେହିପରି ଶ୍ରେଷ୍ଠ ଅଭିନେତ୍ରୀ ରୂପେ କ୍ୟାଟ୍ ବ୍ଲାଂଚେଟ୍ ଟାର୍ ଫିଲ୍ମ ପାଇଁ ଆୱାର୍ଡ ହାତେଇଛନ୍ତି।

Austin Butler, Cate Blanchett, Michelle Yeoh and More Star Power at the Palm Spring Film Festival Awards Gala - See Every Attendee! - Canada Today

ଇଭାନ୍ ପିଟର୍ସଙ୍କୁ 'Dahmer - Monster: The Jeffrey Dahmer Story' ଲିମିଟେଡ୍ ସିରିଜ୍ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଆୱାର୍ଡ ମିଳିଛି। ଏହି ସମ୍ମାନଜରକ ପୁରସ୍କାର ଗ୍ରହଣ କରିବା ସମୟରେ ମଞ୍ଚ ଉପରେ ଇଭାନ୍ ଅତ୍ୟନ୍ତ ଭାବୁକ ହୋଇପଡିଥିଲେ । ଏହି ପରୁସ୍କାର ଗ୍ରହଣ କରିଥିବା ହେତୁ ସେ ବେଶ୍ ଖୁସି ବୋଲି କହିଥିଲେ।

https://twitter.com/goldenglobes/status/1613021409969577986?s=20&t=2WDI1dTqEQ9rAeAEMfTFFA

ଶ୍ରେଷ୍ଠ ନିର୍ଦ୍ଦେଶକ ରୂପେ ଷ୍ଟିଭନ ସ୍ପିଲବର୍ଗଙ୍କୁ ଗୋଲ୍ଡେନ୍ ଗ୍ଲୋବସ୍ ଆୱାର୍ଡ ମିଳିଛି। ୨୦୨୨ରେ ରିଲିଜ ହୋଇଥିବା ଫିଲ୍ମ 'The Fabelmans' ପାଇଁ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି। ସେହିରପି ବେଷ୍ଟ ସପୋର୍ଟିଂ ଅଭିନେତ୍ରୀ ଟେଲିଭିଜନର ସିରିଜ ଦ ହ୍ୱାଇଟ୍ ଲୋଟସ୍ ପାଇଁ ଜେନିଫର ହାତେଇଛନ୍ତି ଗୋଲ୍ଡେନ୍ ଗ୍ଲୋବସ୍ ଆୱାର୍ଡ।

ଅନ୍ୟପଟେ ଡ୍ରାମା ସିରିଜ ୟୁଫୋରିଆ ପାଇଁ ଶ୍ରେଷ୍ଠ ଟେଲିଭିଜନ ଅଭିନେତ୍ରୀ ରୂପେ ଜେଣ୍ଡୟାଙ୍କୁ ଆୱାର୍ଡ ମିଳିଛି। ବେଷ୍ଟ ନନ୍ ଇଂଲିଶ ଫିଲ୍ମ ରୂପେ ‘ଆର୍ଜେଣ୍ଟିନା, ୧୯୮୫’ ଆୱାର୍ଡ ହାତେଇଛି। ବେଷ୍ଟ ଲିମିଟେଡ୍ ସିରିଜ ଭାବେ ‘ଦ ହ୍ୱାଇଟ୍ ଲୋଟସ୍‌’, ବେଷ୍ଟ ସ୍କ୍ରିନ୍ ପ୍ଲେ ମୋସନ ପିକ୍‌ଚର ଭାବେ 'Banshees of Inisherin', ବେଷ୍ଟ ଡ୍ରାମା ସିରିଜ ଭାବେ 'House Of Dragon'କୁ ଗୋଲ୍ଡେନ୍ ଗ୍ଲୋବସ୍ ଆୱାର୍ଡ ମିଳିଛି।

Best Motion Picture — Drama

WINNER: The Fabelmans

Best Motion Picture — Musical or Comedy

WINNER: The Banshees of Inisherin

Best Motion Picture — Non-English Language

WINNER: Argentina, 1985

Best Motion Picture — Animated

WINNER: Guillermo del Toro's Pinocchio

Best Director — Motion Picture

WINNER: Steven Spielberg, The Fabelmans

Best Screenplay — Motion Picture

WINNER: Martin McDonagh, The Banshees of Inisherin

Best Performance by an Actor in a Motion Picture — Drama

WINNER: Austin Butler, Elvis

Best Performance by an Actress in a Motion Picture — Drama

WINNER: Cate Blanchett, Tár

Best Performance by an Actor in a Motion Picture — Musical or Comedy

WINNER: Colin Farrell, The Banshees of Inisherin

Best Performance by an Actress in a Motion Picture — Musical or Comedy

WINNER: Michelle Yeoh, Everything Everywhere All at Once

Best Performance by an Actor in a Supporting Role in any Motion Picture

WINNER: Ke Huy Quan, Everything Everywhere All at Once

Best Performance by an Actress in a Supporting Role in any Motion Picture

WINNER: Angela Bassett, Black Panther: Wakanda Forever

Best Original Score — Motion Picture

WINNER: Justin Hurwitz, Babylon

Best Original Song — Motion Picture

WINNER: "Naatu Naatu" by M.M. Keeravani, Kala Bhairava, Rahul Sipligunj from RRR

Best Television Series – Musical or Comedy

WINNER: Abbott Elementary

Best Television Series – Drama

WINNER: House of the Dragon

Best Performance by an Actor in a Television Series – Drama

WINNER: Kevin Costner, Yellowstone

Best Performance by an Actress in a Television Series – Drama

WINNER: Zendaya, Euphoria

Best Performance by an Actress in a Television Series – Musical or Comedy

WINNER: Quinta Brunson, Abbott Elementary

Best Performance by an Actor in a Television Series – Musical or Comedy

WINNER: Jeremy Allen White, The Bear

Best Performance by a Supporting Actor in a Television Series

WINNER: Tyler James Williams, Abbott Elementary

Best Performance by a Supporting Actress in a Television Series

WINNER: Julia Garner, Ozark

Best Television Limited Series or Motion Picture Made for Television

WINNER: The White Lotus

Best Performance by an Actor in a Limited Series or Motion Picture Made for Television

WINNER: Evan Peters, Dahmer — Monster: The Jeffrey Dahmer Story

Best Performance by an Actress in a Limited Series or Motion Picture Made for Television

WINNER: Amanda Seyfried, The Dropout

Best Performance by an Actress in a Supporting Role in a Series, Limited Series or Motion Picture Made for Television

WINNER: Jennifer Coolidge, The White Lotus

Best Performance by an Actor in a Supporting Role in a Series, Limited Series or Motion Picture Made for Television

WINNER: Paul Walter Hauser, Black Bird

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos