ମହିଳାରୁ ପୁରୁଷ ପାଲଟିଲେ ହଲିଉଡ ଷ୍ଟାର, ଦେଖାଇଲେ ଆବ୍ସ

ଲସ୍‌ଏଞ୍ଜଲିସ: ମହିଳାରୁ ପାଲଟିଗଲେ ପୁରୁଷ । ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଏଲନ୍ ପେଜ୍ ଏବେ ଏଲଟ୍ ପେଜ୍ ନାଁରେ ଜଣାଶୁଣା । ସର୍ଜରୀ କରି ପୁରୁଷ ପାଲଟିବା ପରେ ଏବେ ସେ ନିଜର ୬ ପ୍ୟାକ୍ ଆବ୍ସ ଦେଖାଇଛନ୍ତି । ଯାହାର ଫଟୋକୁ ଏଲଟ୍ ସେଆର କରିଛନ୍ତି । ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଜୁନୋ ଏବଂ ଇଂସେପ୍ସନ ଭଳି ପ୍ରସିଦ୍ଧ ହଲିଉଡ ଫିଲ୍ମରେ କାମ କରିଥିବା ଏଲଟ ଡିସେମ୍ବର ୨୦୨୦ରେ ଇନ୍‌ଷ୍ଟାଗ୍ରାମ […]

Ellen Page

Ellen Page

Madhupriya Mistry
  • Published: Thursday, 27 May 2021
  • Updated: 27 May 2021, 12:03 PM IST

Sports

Latest News

ଲସ୍‌ଏଞ୍ଜଲିସ: ମହିଳାରୁ ପାଲଟିଗଲେ ପୁରୁଷ । ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଏଲନ୍ ପେଜ୍ ଏବେ ଏଲଟ୍ ପେଜ୍ ନାଁରେ ଜଣାଶୁଣା । ସର୍ଜରୀ କରି ପୁରୁଷ ପାଲଟିବା ପରେ ଏବେ ସେ ନିଜର ୬ ପ୍ୟାକ୍ ଆବ୍ସ ଦେଖାଇଛନ୍ତି । ଯାହାର ଫଟୋକୁ ଏଲଟ୍ ସେଆର କରିଛନ୍ତି । ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।

ଜୁନୋ ଏବଂ ଇଂସେପ୍ସନ ଭଳି ପ୍ରସିଦ୍ଧ ହଲିଉଡ ଫିଲ୍ମରେ କାମ କରିଥିବା ଏଲଟ ଡିସେମ୍ବର ୨୦୨୦ରେ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଜରିଆରେ ସେ ଜଣେ ଟ୍ରାନ୍ସଜେଣ୍ଡର ବୋଲି ସୂଚନା ଦେଇଥିଲେ । ଏବେ ତାଙ୍କର ୬ ପ୍ୟାକ୍ ଆବ୍ସର ଫଟୋ ସାମ୍ନାକୁ ଆସିବା ପରେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି ।

[caption id="attachment_646357" align="aligncenter" width="711"]Ellen Page now Elliot Page ସର୍ଜରୀ କରି ପୁରୁଷ ପାଲଟିବା ପରେ ନିଜର ୬ ପ୍ୟାକ୍ ଆବ୍ସ ଦେଖାଇଛନ୍ତି ଏଲନ୍ ପେଜ୍[/caption]

ନିକଟରେ ଓପେରା ୱିନ୍‌ଫ୍ରେଙ୍କ ସହ ଇଣ୍ଟରଭ୍ୟୁରେ ଏଲଟ୍ କହିଥିଲେ, ତାଙ୍କ ପିଲା ଦିନ ସାଧାରଣ ଥିଲା । କିନ୍ତୁ ଯେତେବେଳେ ସେ କିଶୋର ଅବସ୍ଥାକୁ ଆସିଥିଲେ ସେତେବେଳେ ତାଙ୍କ ଶରୀରରେ ପରିବର୍ତ୍ତନ ହେବା ଦେଖିଥିଲେ । କିନ୍ତୁ ଧୀରେ ଧୀରେ ହଲିଉଡରେ ପାଦ ଦେବା ପରେ ସେ ପୁରାପୁରି ବଦଳି ଯାଇଥିଲେ ।

୨୦୦୭ରେ ଫିଲ୍ମ ‘ଜୁନୋ’ର ପ୍ରମୋସନ ବେଳେ ଏଲଟ ଓସ୍କାରର ରେଡ୍ କାର୍‌ପେଟ୍ ପାଇଁ ଏକ ଡ୍ରେସ ପିନ୍ଧିଥିଲେ । କିନ୍ତୁ ପରେ ଯେତେବେଳେ ସେ ନିଜର ଫଟୋ ଦେଖିଥିଲେ ସେତେବେଳେ ତାଙ୍କୁ ବେଶ୍ ଅଡୁଆ ଲାଗିଥିଲା ବୋଲି କହିଛନ୍ତି ।

ପେଜ୍ ଆହୁରି କହିଛନ୍ତି, ମହିଳାଙ୍କ ଡ୍ରେସ୍ ପିନ୍ଧିବା ତାଙ୍କୁ ଭଲ ଲାଗୁନଥିଲା । ଏହା ପରେ ସେ ସର୍ଜରୀ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସର୍ଜରୀ ପରେ ସେ ପୁଣି ନିଜକୁ ଫେରି ପାଇଥିବା କହିଛନ୍ତି । କେବଳ ସେତିକି ନୁହେଁ ଟ୍ରାନ୍ସଜେଣ୍ଡର ଲୋକଙ୍କ ସଙ୍ଘର୍ଷ କ’ଣ ତାହା ମୁଁ ବୁଝିପାରୁଛି ତେଣୁ ତାଙ୍କ ପ୍ରତି ମୋର ସମର୍ଥନ ସର୍ବଦା ରହିବ ବୋଲି ସେ କହିଛନ୍ତି ।

ସୂଚନା ମୁତାବକ ଏହି ହଲିଉଡ ଷ୍ଟାର ଜଣକ ୨୦୧୪ରେ ନିଜକୁ ଲେସ୍‌ବିଆନ ଘୋଷଣା କରିଥିଲେ । ପରେ ୨୦୧୮ରେ କାନାଡାର ଡ୍ୟାନ୍ସର ଏମ୍ମା ପୋର୍ଟରଙ୍କ ସହ ବିବାହ କରିଥିଲେ । ତେବେ ଚଳିତ ବର୍ଷରେ ଦୁହିଁଙ୍କ ବିଛେଦ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story