ଆସିଲା ହନି ସିଂହଙ୍କର ଧମାକେଦାର ଗୀତ 'ଲୋକା'

ମୁମ୍ବାଇ: ପୁଣିଥରେ ନିଜ ଧମାକେଦାର୍‌ ଗୀତ ସହ ଧୂମ ମଚାଇବାକୁ ଆସିଯାଇଛନ୍ତି ୟୋ ୟୋ ହନି ସିଂହ। ତାଙ୍କର ନୂଆ ଗୀତ ‘ଲୋକା’ ରିଲିଜ୍‌ ହୋଇଯାଇଛି। ଏହି ନୂଆ ମ୍ୟୁଜିକ୍‌ ଭିଡିଓଟିରେ ହନି ସିଂ ପୁଣିଥରେ ନିଜର ପୁରୁଣା ଅନ୍ଦାଜରେ ନଜର ଆସିଛନ୍ତି। ଏଥିରେ କମ୍ପ୍ଲିଟ୍‌ ରାପର୍‌ ଷ୍ଟାଇଲ୍‌ରେ ବେଶ୍‌ କୁଲ୍‌ ଅନ୍ଦାଜରେ ନଜର ଆସିଛନ୍ତି ସେ। ଗୀତଟିକୁ ଦର୍ଶକଙ୍କର ଜବରଦସ୍ତ ରେସପନ୍ସ ବି ମିଳୁଛି। https://www.instagram.com/p/B9Qp6iHhJ0c/?utm_source=ig_web_copy_link ଗୀତଟିର ଲିରିକ୍ସ ଲିଟିଲ୍‌ ଗୋଲୁ ଓ ହନିଂ ସିଂହ […]

yoyo

yoyo

Chinmayee Roy
  • Published: Tuesday, 03 March 2020
  • Updated: 03 March 2020, 02:57 PM IST

Sports

Latest News

ମୁମ୍ବାଇ: ପୁଣିଥରେ ନିଜ ଧମାକେଦାର୍‌ ଗୀତ ସହ ଧୂମ ମଚାଇବାକୁ ଆସିଯାଇଛନ୍ତି ୟୋ ୟୋ ହନି ସିଂହ। ତାଙ୍କର ନୂଆ ଗୀତ ‘ଲୋକା’ ରିଲିଜ୍‌ ହୋଇଯାଇଛି। ଏହି ନୂଆ ମ୍ୟୁଜିକ୍‌ ଭିଡିଓଟିରେ ହନି ସିଂ ପୁଣିଥରେ ନିଜର ପୁରୁଣା ଅନ୍ଦାଜରେ ନଜର ଆସିଛନ୍ତି। ଏଥିରେ କମ୍ପ୍ଲିଟ୍‌ ରାପର୍‌ ଷ୍ଟାଇଲ୍‌ରେ ବେଶ୍‌ କୁଲ୍‌ ଅନ୍ଦାଜରେ ନଜର ଆସିଛନ୍ତି ସେ। ଗୀତଟିକୁ ଦର୍ଶକଙ୍କର ଜବରଦସ୍ତ ରେସପନ୍ସ ବି ମିଳୁଛି।

https://www.instagram.com/p/B9Qp6iHhJ0c/?utm_source=ig_web_copy_link

ଗୀତଟିର ଲିରିକ୍ସ ଲିଟିଲ୍‌ ଗୋଲୁ ଓ ହନିଂ ସିଂହ ମିଶି ଲେଖିଛନ୍ତି। ଦର୍ଶକ ପୁଣିଥରେ ହନିଙ୍କୁ ପୁରୁଣା ଅନ୍ଦାଜରେ ଦେଖି ବେଶ୍ ଖୁସି ହେଉଛନ୍ତି। ଏହି ଗୀତଟିକୁ ଏକ ପାର୍ଟି ନମ୍ବର ବଳି କରାଯାଇଛି। ତେବ ହନି ଏହି ଗୀତଟିକୁ ଲେଖିବା, ଗାଇବା, ଅଭିନୟ କରିବା ସହ ଏହାର ପ୍ରଯୋଜନା ବି କରିଛନ୍ତି।

https://youtu.be/QeLoW2ySlbc

ତିନି ମିନିଟ୍‌ ୩୯ ସେକେଣ୍ଡର ଏହି ଭିଡିଓରେ ହନି ସିଂହ ବଢ଼ିଯାଇଥିବା ଓଜନ ଓ ଲମ୍ବା ଚୁଟି ସହ ନଜର ଆସିଚନ୍ତି। କେବେ ନିଜର ସିକ୍ସପ୍ୟାକ ବଡ଼ି ଓ କୁଲ୍‌ ଅନ୍ଦାଜ ପାଇଁ ଲୋକପ୍ରିୟ ହୋଇଥିବା ହନି ବାୟପୋଲାର ଡିଜ୍‌ଅର୍ଡର୍‌ ଯୋଗୁଁ ଅସୁସ୍ଥ ହୋଇପଡ଼ିଥିଲେ ପାଖାପାଖି ଦୁଇ ବର୍ଷ ସେ ପରଦାରୁ ଦୂରେଇ ରହିଥିଲେ। ଏହି ରୋଗ ପାଇଁ ତାଙ୍କ ଓଜନ ବହୁତ ବଢ଼ିଯାଇଛି। ହେଲେ ତଥାପି ତାଙ୍କର ଜୋସ୍‌ କମିନି। ଏବେ ବି ସେ ନିଜ ୟୁନିକ୍‌ ରାପ୍‌ ଓ ସିଙ୍ଗିଙ୍ଗ୍ ଷ୍ଟାଇଲ୍‌ରେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଜିତୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story