sajid-kha
Advertisment
ମୁମ୍ୱାଇ: ବଲିଉଡ୍ର ଚଳଚ୍ଚିତ୍ର ନିର୍ଦ୍ଦେଶ ସାଜିଦ୍ ଖାନ୍ କମେଡି ଫିଲ୍ମ ‘ହାଉସଫଲ୍’ର ଚତୁର୍ଥ ସଂସ୍କରଣର ନିର୍ଦ୍ଦେଶନା ଦେବେ। ଏହା ପୂର୍ବରୁ ସେ ‘ହାଉସ୍ଫୁଲ’ର ପ୍ରଥମ ଦୁଇଟି ସଂସ୍କରଣର ନିର୍ଦ୍ଦେଶନା ଦେଇଛନ୍ତି।
Advertisment
ମାତ୍ର ନିର୍ମାତା ସାଜିଦ୍ ନାଦିଆୱାଲାଙ୍କ ସହିତ ହୋଇଥିବା ମନୋମାଳିନ୍ୟ ଯୋଗୁଁ ତୃତୀୟ ସଂସ୍କରଣରେ କାମ କରି ନ ଥିଲେ।
‘ହାଉସ୍ଫୁଲ୍’ ଚତୁର୍ଥ ସଂସ୍କରଣ ୨୦୧୭ -୧୮ ମସିହାରେ ପରଦାକୁ ଆସିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/09/sajid-kha.jpg)