Advertisment

ବିଶ୍ୱକପ୍‌ ସମୟରେ ବିରାଟଙ୍କୁ ଏମିତି ଚିୟର୍‌ କରିବେ ଅନୁଷ୍କା!

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ବିରାଟ କୋହଲି ବିଶ୍ୱକପ୍‌ ଖେଳିବା ପାଇଁ ମଇଦାନ୍‌କୁ ଓହ୍ଲାଇବେ। ଏଥିପାଇଁ ଟିମ୍‌ ଇଣ୍ଡିଆ ଜୋର୍‌ସର୍‌ରେ ପ୍ରସ୍ତୁତି ଚଲାଇଛି। ପୂରା ଦେଶର ନଜର ଏବେ ବିଶ୍ୱକପ ଟ୍ରଫି ଉପରେ। ବିରାଟଙ୍କ ପ୍ରତିନିଧିତ୍ୱରେ ଏହା ପ୍ରଥମ ବିଶ୍ୱକପ୍‌ । ସେଥିପାଇଁ ସେ ଯେତିକି ଚାପରେ ଅଛନ୍ତି ତାଙ୍କ ପତ୍ନୀ ତଥା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ସେତିକି ଚିନ୍ତାରେ। ଯାହା ଶୁଣିବାକୁ ମିଳିଛି, ବିଶ୍ୱକପ୍‌ ସମୟରେ ଅନୁଷ୍କା ସ୍ୱାମୀ ବିରାଟଙ୍କ ପାଖେପାଖେ ରହି ତାଙ୍କ […]

ଅଦ୍ୟତନ ହୋଇଛି
ବିଶ୍ୱକପ୍‌ ସମୟରେ ବିରାଟଙ୍କୁ ଏମିତି ଚିୟର୍‌ କରିବେ ଅନୁଷ୍କା!

idiva_virat_anushka_lead_2_

Advertisment

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ବିରାଟ କୋହଲି ବିଶ୍ୱକପ୍‌ ଖେଳିବା ପାଇଁ ମଇଦାନ୍‌କୁ ଓହ୍ଲାଇବେ। ଏଥିପାଇଁ ଟିମ୍‌ ଇଣ୍ଡିଆ ଜୋର୍‌ସର୍‌ରେ ପ୍ରସ୍ତୁତି ଚଲାଇଛି। ପୂରା ଦେଶର ନଜର ଏବେ ବିଶ୍ୱକପ ଟ୍ରଫି ଉପରେ। ବିରାଟଙ୍କ ପ୍ରତିନିଧିତ୍ୱରେ ଏହା ପ୍ରଥମ ବିଶ୍ୱକପ୍‌ । ସେଥିପାଇଁ ସେ ଯେତିକି ଚାପରେ ଅଛନ୍ତି ତାଙ୍କ ପତ୍ନୀ ତଥା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ସେତିକି ଚିନ୍ତାରେ।

Advertisment

ଯାହା ଶୁଣିବାକୁ ମିଳିଛି, ବିଶ୍ୱକପ୍‌ ସମୟରେ ଅନୁଷ୍କା ସ୍ୱାମୀ ବିରାଟଙ୍କ ପାଖେପାଖେ ରହି ତାଙ୍କ ମନୋବଳ ଦୃଢ କରିବେ । ବିଶ୍ୱ କପ୍‌ ପାଇଁ ଅନୁଷ୍କା ଇଂଲଣ୍ଡ ଯିବେ।

publive-imageସେତିକି ନୁହେଁ,  ବିଶ୍ୱକପ୍‌ ଦେଖିବା ପାଇଁ ପଡ଼ିଆକୁ ବିରାଟଙ୍କ ସହ ନ ଯାଇ ଏକା ଯିବେ। ତେବେ ପ୍ରଶ୍ନ ଉଠେ ପ୍ରତ୍ୟେକ ଥର ସେ ବିରାଟଙ୍କ ସହ ଏକାଠି ଟ୍ରାଭେଲ୍‌ କରୁଥିବା ବେଳେ ଏଥର  ମ୍ୟାଚ୍‌ ଦେଖିବାକୁ ଏକା କାହିଁକି ? ହଁ, ଏହା  ପଛରେ ମଧ୍ୟ କାରଣ ରହିଛି।

Advertisment

ଅନୁଷ୍କା ଚାହାନ୍ତିନି, ମିଡିଆ ପାଇଁ କୌଣସି ପ୍ରକାରେ ବିରାଟଙ୍କ ଧ୍ୟାନ ଭଙ୍ଗ ହେଉ। ତେଣୁ ମିଡିଆଙ୍କ ଅନାବଶ୍ୟକ ଫଟୋ ଏବଂ ଖବରରେ ପ୍ରଭାବିତ ନହେବା ପାଇଁ ସେ ଅଲଗା କାର୍‌ରେ ଯିବାକୁ ଚାହାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe