କେମିତି କରିବେ ଡିଭର୍ସ ସେଲିବ୍ରେସନ... | Odisha Reporter
ଆଜିକାଲି ଜୀବନର କିଛି ସୁନ୍ଦର ମୁହୂର୍ତ୍ତକୁ ଆମେ ଓ ଆପଣମାନେ କ୍ୟାମେରାରେ କଏଦ କରୁଛୁ। କେବେ ଡାଇଭୋର୍ସ ବା ଛାଡ଼ପତ୍ର ଦେବା ବେଳର ଫଟୋସୁଟ ଦେଖିଛନ୍ତି କି? ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଡାଇଭୋର୍ସ ଫଟୋସୁଟର ଭିଡିଓ। ଡାଇଭୋର୍ସ ଫଟୋସୁଟ କରାଇଥିବା ମହିଳା ଜଣଙ୍କ ହେଉଛନ୍ତି ତାମିଲ ଅଭିନେତ୍ରୀ ଶାଳିନୀ। ଚେନ୍ନାଇର ଅଭିନେତ୍ରୀ ଶାଳିନୀ ‘ମଲ୍ଲୁମ୍ ମଲାରୁମ’ ତାମିଲ ଟିଭି ସିରିଆଲରେ ବେଶ୍ ପ୍ରସିଦ୍ଧ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
