ହ୍ରିତିକ୍‌ଙ୍କ ଭଉଣୀ ସୁନୈନାଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ବୟଫ୍ରେଣ୍ଡ ରୁହେଲ୍‌

ମୁମ୍ବାଇ: ନିଜ ବାପା ଏବଂ ଭାଇ ହ୍ରିତିକ୍‌ଙ୍କ ଉପରେ ଆରୋପ ଲଗାଇଥିବା ସୁନୈନା ରୋଶନ ଏବେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। କିଛି ଦିନର ନିରବତା ପରେ ଏବେ ସୁନୈନାଙ୍କ କଥିତ ବୟଫ୍ରେଣ୍ଡ ରୁହେଲ୍‌ ଆମିନ୍‌ ସୁନୈନାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ‘ଆଜିକା ଯୁଗରେ ମଧ୍ୟ ଜାତି ଧର୍ମ ଭଳି ଜିନିଷକୁ ନେଇ ପଲିଟିକ୍ସ ହେଉଛି। ଏହାକୁ ସେ ର୍ଦୁଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, କୌଣସି […]

a11

a11

Rosalin Rath
  • Published: Tuesday, 25 June 2019
  • Updated: 25 June 2019, 01:33 PM IST

Sports

Latest News

ମୁମ୍ବାଇ: ନିଜ ବାପା ଏବଂ ଭାଇ ହ୍ରିତିକ୍‌ଙ୍କ ଉପରେ ଆରୋପ ଲଗାଇଥିବା ସୁନୈନା ରୋଶନ ଏବେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। କିଛି ଦିନର ନିରବତା ପରେ ଏବେ ସୁନୈନାଙ୍କ କଥିତ ବୟଫ୍ରେଣ୍ଡ ରୁହେଲ୍‌ ଆମିନ୍‌ ସୁନୈନାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି।

ସେ କହିଛନ୍ତି ଯେ, ‘ଆଜିକା ଯୁଗରେ ମଧ୍ୟ ଜାତି ଧର୍ମ ଭଳି ଜିନିଷକୁ ନେଇ ପଲିଟିକ୍ସ ହେଉଛି। ଏହାକୁ ସେ ର୍ଦୁଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, କୌଣସି ବ୍ୟକ୍ତିକୁ ଏଥିପାଇଁ ଆତଙ୍କବାଦୀ କୁହାଯାଉଛି, କାରଣ ସେ ଏକ ନିର୍ଦ୍ଦିଷ୍ଟ ଧର୍ମର ଅଟନ୍ତି। ଏହା ବହୁତ ଅପମାନଜନକ ଏବଂ ଏହି ବିଷୟର ନିନ୍ଦା କରାଯିବା ଆବଶ୍ୟକ। ଆମେ ଆମ ଜୀବନକୁ ପୁଣି ଥରେ ଆରମ୍ଭ କରିବାକୁ ଚାହୁଁଛୁ, ଏହି କଥାକୁ ସୁନୈନାଙ୍କ ପରିବାର ସ୍ୱୀକାର କରିବା ଉଚିତ୍‌’।

https://www.instagram.com/p/BsoYaocnJjz/?utm_source=ig_web_copy_link

ସୁନୈନାଙ୍କ ବୟଫ୍ରେଣ୍ଡ ଜଣେ ସାମ୍ବାଦିକ। ସେ ଏକ ମନୋରଞ୍ଜନ ଷ୍ଟୋରୀ କଭର୍‌ କଲା ବେଳେ ସୁନୈନାଙ୍କୁ ଭେଟିଥିଲେ। ଏହା ପରେ ସୋଶାଲ୍‌ ମିଡିଆ ଜରିଆରେ ତାଙ୍କର ବନ୍ଧୁତା ହୋଇଥିଲା।

ସୁନୈନାଙ୍କ ପରିବାର ଆମର ବନ୍ଧୁତାକୁ ଗ୍ରହଣ କଲେ ନାହିଁ। ଏହି ଖବର ସୁନୈନାଙ୍କ ପରିବାର ଜାଣିବା ତାଙ୍କ ଚାରି ପାଖରେ  ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦେଇଥିଲେ। ପ୍ରଥମେ ଏହି ବିଷୟ ତାଙ୍କୁ ଆଶ୍ଚର୍ଯ୍ୟ ଲାଗିଥିଲା ଏବଂ ପରେ ଏଥିଲାଗି ହସ ମଧ୍ୟ ଲାଗିଥିଲା ବୋଲି ରୁହେଲ୍‌ ଆମିନ୍‌ କୁହନ୍ତି।

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ପୂର୍ବରୁ ହ୍ରିତିକଙ୍କ ଭଉଣୀ ଭାଇ ଏବଂ ତାଙ୍କ ବାପାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ତାଙ୍କର ଏହି ସମ୍ପର୍କକୁ ନେଇ ପରିବାର ଖୁସି ନ ଥିବାରୁ ବାପା ତାଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ କରିଥିଲେ। ଏହା ସହ ହ୍ରିତିକ୍‌ ଘର କିଣି ଦେବା ପାଇଁ ପ୍ରତିଜ୍ଞା କରି ପାଳନ କରିନ ଥିବା ମଧ୍ୟ ଆରୋପ ଲଗାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story