ହ୍ରିତିକ୍ ବହୁତ ଦୁଃଖିତ

ମୁମ୍ବାଇ: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ଅନେକ ଲୋକ ବିରୋଧ କରୁଛନ୍ତି। ଏଥିରେ ଦେଶର କିଛି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମଧ୍ୟ ସାମିଲ ହୋଇଛନ୍ତି। ସେଥିପାଇଁ ଜାମିଆ ମିଲିଆ ଇସଲାମିଆ ଓ ଆଲିଗଡ଼ ମୁସଲିମ୍‌ ୟୁନିଭର୍ସିଟି ଭଳି କିଛି ଶିକ୍ଷାନୁଷ୍ଠାନରେ ଅଶାନ୍ତି ଦେଖାଯାଇଛି। ଜାମିଆରେ ଛାତ୍ରମାନେ ଏହି ଆଇନକୁ ବିରୋଧ କରି ଶୋଭାଯାତ୍ରାରେ ବାହାରିଥିବା ବେଳେ ପୁଲିସ୍ ସହିତ ମୁହାଁମୁହିଁ ହୋଇଥିଲା। ପୁଲିସ୍ ସେମାନଙ୍କ ଉପରେ ଲାଠିଚାର୍ଜ ମଧ୍ୟ କରିଥିଲା। ଏହାକୁ ନେଇ ବିଭିନ୍ନ ବର୍ଗର ଲୋକେ ପ୍ରତିକ୍ରିୟା […]

hritik

hritik

Chinmayee Roy
  • Published: Thursday, 19 December 2019
  • Updated: 19 December 2019, 03:25 PM IST

Sports

Latest News

ମୁମ୍ବାଇ: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ଅନେକ ଲୋକ ବିରୋଧ କରୁଛନ୍ତି। ଏଥିରେ ଦେଶର କିଛି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମଧ୍ୟ ସାମିଲ ହୋଇଛନ୍ତି। ସେଥିପାଇଁ ଜାମିଆ ମିଲିଆ ଇସଲାମିଆ ଓ ଆଲିଗଡ଼ ମୁସଲିମ୍‌ ୟୁନିଭର୍ସିଟି ଭଳି କିଛି ଶିକ୍ଷାନୁଷ୍ଠାନରେ ଅଶାନ୍ତି ଦେଖାଯାଇଛି। ଜାମିଆରେ ଛାତ୍ରମାନେ ଏହି ଆଇନକୁ ବିରୋଧ କରି ଶୋଭାଯାତ୍ରାରେ ବାହାରିଥିବା ବେଳେ ପୁଲିସ୍ ସହିତ ମୁହାଁମୁହିଁ ହୋଇଥିଲା। ପୁଲିସ୍ ସେମାନଙ୍କ ଉପରେ ଲାଠିଚାର୍ଜ ମଧ୍ୟ କରିଥିଲା। ଏହାକୁ ନେଇ ବିଭିନ୍ନ ବର୍ଗର ଲୋକେ ପ୍ରତିକ୍ରିୟା ଦେଇଥିଲେ। ଏଥିରେ ସେଲେବ୍ରିଟିମାନେ ମଧ୍ୟ ସାମିଲ ରହିଥିଲେ। ମନୋଜ ବାଜପେୟୀ, ଅନୁରାଗ କଶ୍ୟପ, ଭିକ୍କି କୌଶଲ୍, ରିଚା ଚଢ଼ା, ରାଜକୁମାର ରାଓ ଓ ଆୟୁଷ୍ମାନ ଖୁରାନା ପ୍ରମୁଖ ଏହି ଘଟଣାରେ ଛାତ୍ରଙ୍କ ସହ ହୋଇଥିବା ହିଂସାର ନିନ୍ଦା କରିଥିବାବେଳେ କିଛି ସେଲେବ୍ରିଟି ପୁଲିସ୍‌ର ସମର୍ଥନ କରିଥିଲେ। ଆଉ ଏହି ପ୍ରସଙ୍ଗରେ ଏବେ ନିଜ ପ୍ରତିକ୍ରିୟା ଦେଇଛନ୍ତି  ହ୍ରିତିକ୍‌ ରୋଶନ୍‌। ଏନେଇ ସେ କରିଥିବା ଟ୍ୱିଟ୍‌ ଚର୍ଚ୍ଚାର ବିଷୟ ପାଲଟିଛି।

https://twitter.com/iHrithik/status/1207269326941806592

ହ୍ରିତିକ୍‌ ଟ୍ୱିଟ୍‌ କରି କହିଛନ୍ତି, “ଜଣେ ଅଭିଭାବକ ଓ ଭାରତୀୟ ନାଗରିକ ଭାବେ ଆମ ଦେଶରେ ଶିକ୍ଷନୁଷ୍ଠାନଗୁଡ଼ିକରେ ଦେଖା ଦେଇଥିବେ ଅଶାନ୍ତିକୁ ନେଇ ମୁଁ ବହୁତ ଦୁଃଖିତ ଅଛି।  ମୁଁ ଆଶା କରୁଛି ଓ ପ୍ରାର୍ଥନା କରୁଛି ଯେ ଯେତେଶୀଘ୍ର ସମ୍ଭବ ଶାନ୍ତି ଫେରିଆସୁ। ଭଲ ଶିକ୍ଷକମାନେ ନିଜ ଛାତ୍ରଙ୍କଠାରୁ ମଧ୍ୟ ଶିକ୍ଷାଲାଭ କରିଥା’ନ୍ତି।  ଦୁନିଆର ସର୍ବକନିଷ୍ଠ ଲୋକତନ୍ତ୍ରକୁ ମୋର ସଲାମ।’ ହ୍ରିତିକ୍‌ଙ୍କର ଏହି ଟ୍ୱିଟ୍‌ରେ ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।

ସୂଚନାଯୋଗ୍ୟ, ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ଦେଶର ଅନେକ ସ୍ଥାନରେ ବିରୋଧ କରାଯାଉଛି। ଏପରିକି ଏହି ବିରୋଧ ପ୍ରଦର୍ଶନ ହିଂସାର ରୂପ ବି ନେଇଛି। ସିଏଏ ବିରୋଧରେ ଆନ୍ଦୋଳନ କରୁଥିବା ଜାମିଆ ମିଲିଆ ୟୁନିଭର୍ସିଟିର ଛାତ୍ରଙ୍କ ଉପରେ ପୁଲିସ୍‌ର ଲାଠିମାଡ଼କୁ ଦେଶର ଅନେକ ବିଶ୍ୱବିଦ୍ୟାଳୟ ଓ ଛାତ୍ର ସଂଗଠନ ବିରୋଧ କରିଛନ୍ତି। ସେମାନେ ଏକାଠି ହୋଇ ଜାମିଆ ସପକ୍ଷରେ ବାହାରିଛନ୍ତି ଓ ଦିଲ୍ଲୀ ପୁଲିସ୍‌ର ବର୍ବରତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜୋରଦାର ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story