‘ମନୋଜ ଭାଇ ମୋତେ କ୍ଷମା କରିଦିଅ’ | Odisha Reporter
ଓଲିଉଡ୍ କଳାକାର କଳିର ସମାଧାନ ପାଇଁ ଅପିଲ୍ କଲେ ଅଭିନେତା ବାବୁସାନ୍ । ସେ କହିଛନ୍ତି, ମନୋଜ ଦାଦାଙ୍କୁ ମୁଁ ବ୍ୟକ୍ତିଗତ ସ୍ତରରେ ବହୁ ସମ୍ନାନ କରେ, ମନୋଜ ଦାଦାଙ୍କୁ ଯଦି ବ୍ୟକ୍ତିଗତ ଭାବେ ଆଘାତ ହୋଇଛି ମୁଁ ନିଜେ କ୍ଷମା ମାଗୁଛି । ମୁଁ ନିଜେ ସମ୍ବଲପୁରୀଆ ଓ ମୋ ମା’ ବି ସମ୍ବଲପୁରୀଆ । ସମ୍ବଲପୁର ଆମ ଭିତରେ ଅଛି, ସବୁ ଓଡିଆଙ୍କ ଭିତରେ ଅଛି । ଯାହା ଘଟିଛି ତାହା ଆଗକୁ ବଢ଼ା ନଯାଉ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
