'ମୁଁ କ୍ଷମା ମାଗୁଛି'

  • Published: Friday, 27 October 2023
  • , Updated: 27 October 2023, 05:22 PM IST

ଓଲିଉଡ୍ କଳାକାର କଳିର ସମାଧାନ ପାଇଁ ଅପିଲ୍ କଲେ ଅଭିନେତା ବାବୁସାନ୍ । ସେ କହିଛନ୍ତି, ମନୋଜ ଦାଦାଙ୍କୁ ମୁଁ ବ୍ୟକ୍ତିଗତ ସ୍ତରରେ ବହୁ ସମ୍ନାନ କରେ, ମନୋଜ ଦାଦାଙ୍କୁ ଯଦି ବ୍ୟକ୍ତିଗତ ଭାବେ ଆଘାତ ହୋଇଛି ମୁଁ ନିଜେ କ୍ଷମା ମାଗୁଛି । ମୁଁ ନିଜେ ସମ୍ବଲପୁରୀଆ ଓ ମୋ ମା’ ବି ସମ୍ବଲପୁରୀଆ । ସମ୍ବଲପୁର ଆମ ଭିତରେ ଅଛି, ସବୁ ଓଡିଆଙ୍କ ଭିତରେ ଅଛି । ଯାହା ଘଟିଛି ତାହା ଆଗକୁ ବଢ଼ା ନଯାଉ। 

Related story