ଷ୍ଟେଜ୍‌ ଉପରେ ସୁନ୍ଦରୀ ନେହାଙ୍କୁ ଟାଣିଆଣି କିସ୍‌ କରିଦେଲେ

ମୁମ୍ୱାଇ: ଷ୍ଟେଜ୍‌ ଉପରେ ଜବରଦସ୍ତ କିସ୍‌। ବାରଣ ସତ୍ତ୍ୱେ ନେହା କକ୍କରଙ୍କୁ କିସ୍‌ କଲେ ପ୍ରତିଯୋଗୀ। ଆଉ ଏହା ଖୁବ୍‌ ଚର୍ଚ୍ଚାର ବିଷୟ ହୋଇଛି। ଏ ଦୃଶ୍ୟ ଦେଖିବାକୁ ମିଳିଥିଲା ‘ଇଣ୍ଡିଆନ୍ ଆଇଡଲ୍‌ ସିଜିନ୍ ୧୧’ର ଅଡିସନ୍ ମଞ୍ଚରେ। ଏହି ଭିଡିଓକୁ ସୋନି ଟିଭି ତା’ର ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେଆର କରିଛି। ଏଥିରେ ଦେଖିବାକୁ ମିଳିଛି, ଅଡିସନ୍‌ ଦେବାକୁ ଆସିଥିବା ଜଣେ ପ୍ରତିଯୋଗୀ ଅନେକ ଉପହାର ଧରି ମଞ୍ଚରେ ପହଞ୍ଚିଛନ୍ତି। ପ୍ରଥମେ ସେ ନେହାଙ୍କୁ ସବୁ […]

neha

neha

Puspanjali Panda
  • Published: Thursday, 17 October 2019
  • Updated: 18 October 2019, 09:30 AM IST

Sports

Latest News

ମୁମ୍ୱାଇ: ଷ୍ଟେଜ୍‌ ଉପରେ ଜବରଦସ୍ତ କିସ୍‌। ବାରଣ ସତ୍ତ୍ୱେ ନେହା କକ୍କରଙ୍କୁ କିସ୍‌ କଲେ ପ୍ରତିଯୋଗୀ। ଆଉ ଏହା ଖୁବ୍‌ ଚର୍ଚ୍ଚାର ବିଷୟ ହୋଇଛି। ଏ ଦୃଶ୍ୟ ଦେଖିବାକୁ ମିଳିଥିଲା ‘ଇଣ୍ଡିଆନ୍ ଆଇଡଲ୍‌ ସିଜିନ୍ ୧୧’ର ଅଡିସନ୍ ମଞ୍ଚରେ।

ଏହି ଭିଡିଓକୁ ସୋନି ଟିଭି ତା’ର ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେଆର କରିଛି। ଏଥିରେ ଦେଖିବାକୁ ମିଳିଛି, ଅଡିସନ୍‌ ଦେବାକୁ ଆସିଥିବା ଜଣେ ପ୍ରତିଯୋଗୀ ଅନେକ ଉପହାର ଧରି ମଞ୍ଚରେ ପହଞ୍ଚିଛନ୍ତି। ପ୍ରଥମେ ସେ ନେହାଙ୍କୁ ସବୁ ଉପହାର ଦେଇଛନ୍ତି ଓ ତା’ପରେ ତାଙ୍କୁ ଆଲିଙ୍ଗନ କରି ହଠାତ୍‌ ଚୁମ୍ୱନ ଦେଇଛନ୍ତି। ହୋଷ୍ଟ୍‌ ଆଦିତ୍ୟ ନାରାୟଣ ତାଙ୍କୁ ଅଟକାଇବାକୁ ପ୍ରୟାସ କରିଛନ୍ତି, କିନ୍ତୁ ପ୍ରତିଯୋଗୀ ଜଣଙ୍କ ତାଙ୍କ କଥା ଶୁଣି ନାହାନ୍ତି ଓ ନେହାଙ୍କୁ ଚୁମ୍ବନ ଦେଇଛନ୍ତି। ଏହାପରେ ନେହା ଲାଜରେ ନିଜ ମୁହଁ ଲୁଚାଇ ଦେଇଛନ୍ତି।

https://www.instagram.com/tv/B3rAS-pFdcc/?utm_source=ig_web_copy_link

ସୂଚନାଯୋଗ୍ୟ, ଛୋଟ ପରଦାରେ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିବା ଗୀତ ଭିତ୍ତିକ ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌’ର ସିଜିନ୍ ୧୧ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଏବେ ଏହାର ଅଡିସନ୍ ଚାଲିଛି। ଏଥର ବି ଜଜ୍‌ ଚୌକିରେ ନେହା କକ୍କର, ବିଶାଲ ଦଦଲାନୀ ଓ ଅନୁ ମଲିକ ରହିଛନ୍ତି। ଗତ ସିଜିନ୍‌ରେ ବି ଏମାନେ ଜଜ୍ ଥିଲେ। ଅବଶ୍ୟ #MeToo ବିବାଦରେ ଫସି ଅନୁ ଶୋ’ ଶେଷ ହେବାର କେତୋଟି ଅଧ୍ୟାୟ ପୂର୍ବରୁ ଏଥିରୁ ଓହରି ଯାଇଥିଲେ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story