ମନ ଭିତରେ ଅଛି ଅନେକ ଅକୁହା କଥା । Sailabhama Mohapatra | Episode 60 । Disha । Odisha Reporter
ଓଡ଼ିଆ ସଂଗୀତ ଜଗତ ପାଇଁ ସେ ଖାଲି ଏକ ପରିଚୟ ନୁହେଁ ବରଂ ଲକ୍ଷ ଲକ୍ଷ ଓଡ଼ିଆଙ୍କ ପାଇଁ ତାଙ୍କ କଣ୍ଠ ହେଉଛି ଏକ ଭାବର ଆବେଗ। ଯେତେ ଦୁଃଖରେ ବା ଥାଆନ୍ତୁ ନା କାହିଁକି ଥରେ ତାଙ୍କ କଣ୍ଠରୁ ପଦୁଟିଏ ସୁମଧୁର ସଂଗୀତ ଶୁଣିଦେଲେ ସବୁ ଦୁଃଖ କୁଆଡେ ଉଭେଇଯାଏ। ଯେମିତି ପିଲାବେଳରୁ ଆଜିଯାଏଁ ସଂଗୀତକୁ ଛାଡିଦେଲେ ଜୀବବନରେ କାହାକୁ ଅତି ନିଜର ଭାବିପାରି ନାହାଁନ୍ତି ସେ । ସଂଗୀତକୁ ଜୀବନର ସାଥି କରି ଜୀବନର ଗୋଟିଏ ପରେ ଗୋଟିଏ ପାହାଚ ଚଢି ଚାଲିଛନ୍ତି । କିନ୍ତୁ ଜୀବନରେ ଅନେକ ଅକୁହା କଥାକୁ ନିଜ ଛାତି ଭିତରେ ଚାପିଧରି ବାଟ ଚାଲୁଛନ୍ତି। କଣ ସେ ଅକୁହା କଥା ଆଜି କହିବେ କି ଆପଣମାନଙ୍କ ସାମ୍ନାରେ ଓଡିଆ କଣ୍ଠଶୀଳ୍ପି ଶୈଳଭାମା ମହାପାତ୍ର ? ଆସନ୍ତୁ ଶୁଣିବା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
