Advertisment

ମନ ଭିତରେ ଅଛି ଅନେକ ଅକୁହା କଥା

କଣ ସେ ଅକୁହା କଥା ଆଜି କହିବେ କି ଆପଣମାନଙ୍କ ସାମ୍ନାରେ ଓଡିଆ କଣ୍ଠଶୀଳ୍ପି ଶୈଳଭାମା ମହାପାତ୍ର ?

Advertisment

ଓଡ଼ିଆ ସଂଗୀତ ଜଗତ ପାଇଁ ସେ ଖାଲି ଏକ ପରିଚୟ ନୁହେଁ ବରଂ ଲକ୍ଷ ଲକ୍ଷ ଓଡ଼ିଆଙ୍କ ପାଇଁ ତାଙ୍କ କଣ୍ଠ ହେଉଛି ଏକ ଭାବର ଆବେଗ। ଯେତେ ଦୁଃଖରେ ବା ଥାଆନ୍ତୁ ନା କାହିଁକି ଥରେ ତାଙ୍କ କଣ୍ଠରୁ ପଦୁଟିଏ ସୁମଧୁର ସଂଗୀତ ଶୁଣିଦେଲେ ସବୁ ଦୁଃଖ କୁଆଡେ ଉଭେଇଯାଏ। ଯେମିତି ପିଲାବେଳରୁ ଆଜିଯାଏଁ ସଂଗୀତକୁ ଛାଡିଦେଲେ ଜୀବବନରେ କାହାକୁ ଅତି ନିଜର ଭାବିପାରି ନାହାଁନ୍ତି ସେ । ସଂଗୀତକୁ ଜୀବନର ସାଥି କରି ଜୀବନର ଗୋଟିଏ ପରେ ଗୋଟିଏ ପାହାଚ ଚଢି ଚାଲିଛନ୍ତି । କିନ୍ତୁ ଜୀବନରେ ଅନେକ ଅକୁହା କଥାକୁ ନିଜ ଛାତି ଭିତରେ ଚାପିଧରି ବାଟ ଚାଲୁଛନ୍ତି। କଣ ସେ ଅକୁହା କଥା ଆଜି କହିବେ କି ଆପଣମାନଙ୍କ ସାମ୍ନାରେ ଓଡିଆ କଣ୍ଠଶୀଳ୍ପି ଶୈଳଭାମା ମହାପାତ୍ର ? ଆସନ୍ତୁ ଶୁଣିବା ।

Advertisment
Odisha Bhubaneswar Singer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe