ଚୁପ୍‌ଚାପ୍ ଭାରତ ଆସି ଚାଲିଗଲେ ଇର୍‌ଫାନ୍‌ ଖାନ୍‌

ମୁମ୍ବାଇ: ନ୍ୟୁରୋ ଏଣ୍ଡୋକ୍ରାଇନ୍‌ ଟ୍ୟୁମର କ୍ୟାନ୍‌ସରରେ ପୀଡ଼ିତ ଇର୍‌ଫାନ୍‌ ଖାନ୍‌ ଲଣ୍ଡନ୍‌ରେ ଚିକିତ୍ସିତ ହେଉଛନ୍ତି। ହେଲେ ଏଠି ବଲିଉଡ୍‌ରେ ଇର୍‌ଫାନ୍‌ଙ୍କ ଫ୍ୟାନ୍‌ ତାଙ୍କ ଫେରିବାକୁ ଅପେକ୍ଷା କରି ରହିଛନ୍ତି। ହେଲେ ଇରଫାନ୍‌ ଫ୍ୟାନ୍‌ମାନଙ୍କୁ ବୋଧେ ଅଭଏଡ୍‌ କରୁଛନ୍ତି। ଏମିତି କହିବାର କାରଣ କ’ଣ ଜାଣନ୍ତି ? ନିକଟରେ ଏମିତି ଖବର ଆସିଛି ଯେ, ଇର୍‌ଫାନ୍‌ ଦୁଇଦିନ ପାଇଁ  ଭାରତ ଆସିଥିଲେ। ଆଉ ଲୁଚି ଲୁଚି ଆସି ଚୁପ୍‌ଚାପ୍‌ ପୁଣି ଫେରି ଯାଇଛନ୍ତି। ସେ ଚାହୁଁଥିଲେ ତାଙ୍କ ଭାରତ […]

5

5

Mihir Pattnayak
  • Published: Tuesday, 27 November 2018
  • Updated: 27 November 2018, 12:02 PM IST

Sports

Latest News

ମୁମ୍ବାଇ: ନ୍ୟୁରୋ ଏଣ୍ଡୋକ୍ରାଇନ୍‌ ଟ୍ୟୁମର କ୍ୟାନ୍‌ସରରେ ପୀଡ଼ିତ ଇର୍‌ଫାନ୍‌ ଖାନ୍‌ ଲଣ୍ଡନ୍‌ରେ ଚିକିତ୍ସିତ ହେଉଛନ୍ତି। ହେଲେ ଏଠି ବଲିଉଡ୍‌ରେ ଇର୍‌ଫାନ୍‌ଙ୍କ ଫ୍ୟାନ୍‌ ତାଙ୍କ ଫେରିବାକୁ ଅପେକ୍ଷା କରି ରହିଛନ୍ତି।

ହେଲେ ଇରଫାନ୍‌ ଫ୍ୟାନ୍‌ମାନଙ୍କୁ ବୋଧେ ଅଭଏଡ୍‌ କରୁଛନ୍ତି।

ଏମିତି କହିବାର କାରଣ କ’ଣ ଜାଣନ୍ତି ?

ନିକଟରେ ଏମିତି ଖବର ଆସିଛି ଯେ, ଇର୍‌ଫାନ୍‌ ଦୁଇଦିନ ପାଇଁ  ଭାରତ ଆସିଥିଲେ। ଆଉ ଲୁଚି ଲୁଚି ଆସି ଚୁପ୍‌ଚାପ୍‌ ପୁଣି ଫେରି ଯାଇଛନ୍ତି।

ସେ ଚାହୁଁଥିଲେ ତାଙ୍କ ଭାରତ ଆସିବା ଖବର କାହାକୁ ଜଣା ନ ପଡ଼ୁ ବୋଲି। ରିପୋର୍ଟ ମୁତାବକ ଇର୍‌ଫାନ୍‌ ନାସିକ୍‌ର ତ୍ରିୟଂବକେଶ୍ୱର ଶିବ ମନ୍ଦିରକୁ ଯାଇଥିଲେ ଆଉ ସେଠାର ସ୍ୱତନ୍ତ୍ର ପୂଜା ଓ ହୋମ କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଏକଥା ସ୍ପଷ୍ଟ ହୋଇନି ଯେ, ସେ କେବେ  ଭାରତ ଆସିଥିଲେ। କିନ୍ତୁ ଯାହା ଶୁଣିବାକୁ ମିଲୁଛି ସେ କେବଳ ୨ ଦିନ ପାଇଁ ଏଠାକୁ ଆସିଥିଲେ।

କିନ୍ତୁ ଏହା ପୂର୍ବରୁ ଖବର ଆସିଥିଲା ଯେ, ସେ ଡିସେମ୍ବରକୁ ତାଙ୍କ ଫିଲ୍ମ ‘ହିନ୍ଦୀ ମିଡିୟମ୍‌’ର ଶୁଟିଂ ଆରମ୍ଭ କରିଦେବେ। କିନ୍ତୁ ଇର୍‌ଫାନ୍‌ଙ୍କ ମୁଖପାତ୍ର ଏହି ଖବରକୁ ଖାରଜ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story