ନିର୍ବାଚନ ଲଢିବେ ବଚ୍ଚନ ! | Odisha Reporter
ନିର୍ବାଚନ ଯେତିକି ପାଖେଇ ଆସୁଛି । ବିଭିନ୍ନ ଦଳ ଋଣନିତୀ ସେତିକି ଶକ୍ତ କରୁଛନ୍ତି । କେଉଁଠୁ କାହାକୁ ପ୍ରାର୍ଥୀ କଲେ ନିର୍ବାଚନରେ ବିଜୟ ହାସଲ କରିହେବ ତାକୁ ନେଇ ଏବେଠୁ ଅଙ୍କକଷା ଆରମ୍ଭ ହୋଇସାରିଛି । ଆଉ ଏହାରି ଭିତରେ ଅଭିନେତାଙ୍କୁ ଟିକେଟ ଦେବାର ସୁଯୋଗ ହାତଛଡ଼ା କରିବେନି ବିଭିନ୍ନ ଦଳ । ଏଥର ପ୍ରଥମ ଥର କରି ରାଜନୀତି ମୈଦାନକୁ ପଦାର୍ପଣ କରିବେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ । ଆଉ ଜାଣନ୍ତୁ କେଉଁ ଦଳରୁ ପ୍ରାର୍ଥୀ ହେବେ ଅଭିଷେକ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
