Advertisment

ନିର୍ବାଚନ ଲଢିବେ ଅଭିଷେକ ବଚ୍ଚନ !

୨୦୨୪ ଲୋକସଭା ନିର୍ବାଚନରେ ଅଭିଷେକ ବଚ୍ଚନ ପ୍ର୍ରୟାଗରାଜରୁ ନିର୍ବାଚନ ଲଢିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ହୋଇଛି ।

Advertisment

ନିର୍ବାଚନ ଯେତିକି ପାଖେଇ ଆସୁଛି । ବିଭିନ୍ନ ଦଳ ଋଣନିତୀ ସେତିକି ଶକ୍ତ କରୁଛନ୍ତି । କେଉଁଠୁ କାହାକୁ ପ୍ରାର୍ଥୀ କଲେ ନିର୍ବାଚନରେ ବିଜୟ ହାସଲ କରିହେବ ତାକୁ ନେଇ ଏବେଠୁ ଅଙ୍କକଷା ଆରମ୍ଭ ହୋଇସାରିଛି । ଆଉ ଏହାରି ଭିତରେ ଅଭିନେତାଙ୍କୁ ଟିକେଟ ଦେବାର ସୁଯୋଗ ହାତଛଡ଼ା କରିବେନି ବିଭିନ୍ନ ଦଳ । ଏଥର ପ୍ରଥମ ଥର କରି ରାଜନୀତି ମୈଦାନକୁ ପଦାର୍ପଣ କରିବେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ । ଆଉ ଜାଣନ୍ତୁ କେଉଁ ଦଳରୁ ପ୍ରାର୍ଥୀ ହେବେ ଅଭିଷେକ ।

Advertisment
Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe