ଅନୁଷ୍କାଙ୍କ ପାଇଁ ପ୍ରଭାସ ଆଗ, ଫିଲ୍ମ ପଛ

ମୁମ୍ବାଇ: ‘ବାହୁବଲୀ’ ସିରିଜ୍‌ର ଦୁଇଟି ଯାକ ଫିଲ୍ମ ହିଟ୍ ହୋଇଥିଲା। ଲୋକେ ଦୁଇଟି ଯାକ ଫିଲ୍ମକୁ ବେଶ୍ ପସନ୍ଦ କରିଥିଲେ। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ପ୍ରଭାସ ଏବଂ ଅନୁଷ୍କାଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରିଥିଲେ। ଏହି ଫିଲ୍ମ ପରେ ଶୁଣିବାକୁ ମିଳିଥିଲା ଯେ ଦୁହେଁ ପରସ୍ପରକୁ ଡେଟ୍‌ କରୁୁଛନ୍ତି। ହେଲେ ପ୍ରଭାସ ଏହାକୁ ଖଣ୍ଡନ କରିଥିଲେ। ଅନ୍ୟପକ୍ଷରେ ନିକଟରେ ଏକ ସାକ୍ଷାତକାରରେ ଅନୁଷ୍କା କହିଛନ୍ତି ଯେ ଫିଲ୍ମଠୁ ସେ ପ୍ରଭାସଙ୍କୁ ଅଧିକ […]

anubhab

anubhab

Biswobandita Swain
  • Published: Friday, 27 March 2020
  • Updated: 27 March 2020, 02:51 PM IST

Sports

Latest News

ମୁମ୍ବାଇ: ‘ବାହୁବଲୀ’ ସିରିଜ୍‌ର ଦୁଇଟି ଯାକ ଫିଲ୍ମ ହିଟ୍ ହୋଇଥିଲା। ଲୋକେ ଦୁଇଟି ଯାକ ଫିଲ୍ମକୁ ବେଶ୍ ପସନ୍ଦ କରିଥିଲେ। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ପ୍ରଭାସ ଏବଂ ଅନୁଷ୍କାଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରିଥିଲେ। ଏହି ଫିଲ୍ମ ପରେ ଶୁଣିବାକୁ ମିଳିଥିଲା ଯେ ଦୁହେଁ ପରସ୍ପରକୁ ଡେଟ୍‌ କରୁୁଛନ୍ତି। ହେଲେ ପ୍ରଭାସ ଏହାକୁ ଖଣ୍ଡନ କରିଥିଲେ। ଅନ୍ୟପକ୍ଷରେ ନିକଟରେ ଏକ ସାକ୍ଷାତକାରରେ ଅନୁଷ୍କା କହିଛନ୍ତି ଯେ ଫିଲ୍ମଠୁ ସେ ପ୍ରଭାସଙ୍କୁ ଅଧିକ ଗୁରୁତ୍ୱ ଦିଅନ୍ତି। ତେବେ ପ୍ରକୃତ କଥା କ’ଣ ଜାଣନ୍ତୁ।

ଏହି ସାକ୍ଷାତକାରରେ ଅନୁୁୁଷ୍କାଙ୍କୁ ପଚରା ଯାଇଥିଲା ଯେ ସେ ପ୍ରଭାସ ଓ ଫିଲ୍ମ ମଧ୍ୟରୁ କେଉଁ ଗୋଟିକୁ ବାଛିବେ। ଅନୁଷ୍କା ଉତ୍ତର ଦେଇଥିଲେ ଯେ ସେ କାମ ପାଇଁ ତାଙ୍କ ବନ୍ଧୁତା ଭାଙ୍ଗି ପାରିବେ ନାହିଁ।

ଅନୁଷ୍କାଙ୍କ କହିବାନୁସାରେ, ସେ ଗଲା ୧୫ ବର୍ଷ ହେଲା ପ୍ରଭାସଙ୍କୁ ଜାଣିଛନ୍ତି। ସେମାନଙ୍କ ଚିନ୍ତାଧାରା ମଧ୍ୟ ମିଶିଯାଏ। ଏହି ସାକ୍ଷାତକାରରେ ସେ ପ୍ରଭାସଙ୍କୁ ଡେଟ୍‌ କରୁଛନ୍ତି କି ନାହିଁ ବୋଲି ବି ପଚରାଯାଇଥିଲା। ଏହାର ଜବାବରେ ସେ କହିଥିଲେ- ଯଦି ଏହିପରି କିଛି ଘଟିଥା’ନ୍ତା, ତା’ହେଲେ ଏହା ସାମ୍ନାକୁ ଆସିଥା’ନ୍ତା। ପ୍ରଭାସ ଓ ସେ ସମାନ ଚିନ୍ତାଧାରାର ଲୋକ, ଯେଉଁମାନେ ନିଜ ଭାବନାକୁ କେବେ ଲୁଚାନ୍ତି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story