Advertisment

ବଲିଉଡ ବିୟୁଟି ହେଜେଲ କିଚଙ୍କ ପ୍ରେମରେ ଯୁବରାଜ ସିଂ

ମୁମ୍ବାଇ: ପୁଣି ଥରେ ବଲିଉଡ ମୁହାଁ ହୋଇଛନ୍ତି ଟିମ ଇଣ୍ଡିଆର ମୋଷ୍ଟ ଏଲିଜିବୁଲ ବ୍ୟାଚଲର ଯୁବରାଜ ସିଂହ। ଆଜ୍ଞା ଆପଣ ଭାବୁଥିବେ ଯୁବରାଜ ସିଂ ନୂଆଁ ଫିଲ୍ମ କରୁଛନ୍ତି ବୋଧେ । ସେମିତି କିଛି ନୁହେଁ । ଯୁବରାଜ ସିଂହ ପୁଣିଥରେ ଆଉ ଜଣେ ବଲିଉଡ ବୟୁଟିଙ୍କ ପ୍ରେମରେ ପଡିଛନ୍ତି । ପ୍ରଥମେ କିମ୍ ଶର୍ମା, ପରେ ଡିମ୍ପଲଗାର୍ଲ ଦୀପିକା ପଦୁକୋଣ ଆଉ ଏବେ ସଲ୍ଲୁଙ୍କ ସୁପରହିଟ ପିଲ୍ମ ‘ବଡିଗାର୍ଡ’ରେ ସହ ଅଭିନେତ୍ରୀ ହେଜେଲ କେଚ୍। ଏହାକୁ […]

ଅଦ୍ୟତନ ହୋଇଛି
୩୦ ନଭେମ୍ବରରେ ବିବାହ କରିବେ ଯୁବରାଜ ଓ ହେଜଲ

Is Yuvraj Singh Dating Hazel Keech?

Advertisment

Is Yuvraj Singh Dating Hazel Keech?ମୁମ୍ବାଇ: ପୁଣି ଥରେ ବଲିଉଡ ମୁହାଁ ହୋଇଛନ୍ତି ଟିମ ଇଣ୍ଡିଆର ମୋଷ୍ଟ ଏଲିଜିବୁଲ ବ୍ୟାଚଲର ଯୁବରାଜ ସିଂହ। ଆଜ୍ଞା ଆପଣ ଭାବୁଥିବେ ଯୁବରାଜ ସିଂ ନୂଆଁ ଫିଲ୍ମ କରୁଛନ୍ତି ବୋଧେ । ସେମିତି କିଛି ନୁହେଁ । ଯୁବରାଜ ସିଂହ ପୁଣିଥରେ ଆଉ ଜଣେ ବଲିଉଡ ବୟୁଟିଙ୍କ ପ୍ରେମରେ ପଡିଛନ୍ତି । ପ୍ରଥମେ କିମ୍ ଶର୍ମା, ପରେ ଡିମ୍ପଲଗାର୍ଲ ଦୀପିକା ପଦୁକୋଣ ଆଉ ଏବେ ସଲ୍ଲୁଙ୍କ ସୁପରହିଟ ପିଲ୍ମ ‘ବଡିଗାର୍ଡ’ରେ ସହ ଅଭିନେତ୍ରୀ ହେଜେଲ କେଚ୍। ଏହାକୁ ନେଇ ବି’ଟାଉନରେ କିଛିଦିନ ହେବ ଚର୍ଚ୍ଚା ଜୋର ଧରିଛି। ଏହି ଯୋଡି କାଳେ ସାଙ୍ଗ ହୋଇ ଡେଟିଂରେ ଯାଉଛନ୍ତି। ମୁମ୍ବାଇର ଫେମସ ସପିଂ ମଲରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳୁଛି। ଏହି ଯୋଡି ହାତକୁ ହାତ ଧରି ବୁଲୁଛନ୍ତି ଲଣ୍ଡନର ବିଭିନ୍ନ ସହରରେ। ଏହାସହ ବିଭିନ୍ନ ସୋସିଆଲ ମିଡିଆରେ ସେଲଫି ମଧ୍ୟ ଛାଡୁଛନ୍ତି। ଦେଖାଯାଉ ଏହି ବିୟୁଟି ଓ କ୍ରିକେଟ ଷ୍ଟାରଙ୍କ ପ୍ରେମ କେତେ ସଫଳ ହେଉଛି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe