Advertisment

ଇଶାନ୍ ଓ ଅନନ୍ୟା ଚର୍ଚ୍ଚାରେ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ତେଙ୍କ ତୃତୀୟ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଏଥିରେ ସେ ‘ଧଡ଼କ୍‌’ ଷ୍ଟାର୍‌ ଇଶାନ୍‌ ଖଟ୍ଟରଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଫିଲ୍ମର ନାଁ ରଖାଯାଇଛି ‘ଖାଲି ପିଲି’। ସୋଶାଲ୍‌ ମିଡିଆ ମାଧ୍ୟମରେ ଏ ଖବର ଦେଇଛନ୍ତି ଅନନ୍ୟା। ଏହା ପୂର୍ବରୁ ଅନନ୍ୟା ‘ଷ୍ଟୁଡେଣ୍ଟ୍‌ ଅଫ୍‌ ଦ ଇଅର-୨’ ଫିଲ୍ମରେ ଅଭିନୟ କରିସାରିଛନ୍ତି। ଏବେ ସେ ତାଙ୍କ ଆଗାମୀ ଫିଲ୍ମ ‘ପତି, ପତ୍ନୀ ଔର ଓ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। […]

ଅଦ୍ୟତନ ହୋଇଛି
ଇଶାନ୍ ଓ ଅନନ୍ୟା ଚର୍ଚ୍ଚାରେ

hasa

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ତେଙ୍କ ତୃତୀୟ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଏଥିରେ ସେ ‘ଧଡ଼କ୍‌’ ଷ୍ଟାର୍‌ ଇଶାନ୍‌ ଖଟ୍ଟରଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଫିଲ୍ମର ନାଁ ରଖାଯାଇଛି ‘ଖାଲି ପିଲି’। ସୋଶାଲ୍‌ ମିଡିଆ ମାଧ୍ୟମରେ ଏ ଖବର ଦେଇଛନ୍ତି ଅନନ୍ୟା।

Advertisment

ଏହା ପୂର୍ବରୁ ଅନନ୍ୟା ‘ଷ୍ଟୁଡେଣ୍ଟ୍‌ ଅଫ୍‌ ଦ ଇଅର-୨’ ଫିଲ୍ମରେ ଅଭିନୟ କରିସାରିଛନ୍ତି। ଏବେ ସେ ତାଙ୍କ ଆଗାମୀ ଫିଲ୍ମ ‘ପତି, ପତ୍ନୀ ଔର ଓ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଶୁଟି˚ସାରି ସେପ୍ଟେମ୍ବର ପ୍ରଥମ ସପ୍ତାହରେ ସେ ମୁମ୍ବାଇ ଫେରିବେ। ସେପ୍ଟେମ୍ବର ୧୫ ତାରିଖରୁ ‘ଖାଲି ପିଲି’ ଫିଲ୍ମର ଶୁଟି˚ ଆରମ୍ଭ ହେବ। ଅଲୀ ଅବ୍ବାସ ଜାଫରଙ୍କ ପ୍ରଯୋଜିତ ଏହି ଫିଲ୍ମ ଆସନ୍ତା ବର୍ଷ ଜୁନ୍‌ ଦ୍ୱିତୀୟ ସପ୍ତାହରେ ପରଦାକୁ ଆସିବ ବୋଲି ଜଣାପଡ଼ିଛି।

publive-image ଏହି ଫିଲ୍ମ ଜରିଆରେ ପ୍ରଥମ ଥର ପାଇଁ ଇଶାନ୍‌ ଏବଂ ଅନନ୍ୟା ଏକାଠି ସ୍କ୍ରିନ୍‌ ଶେଆର କରିବାକୁ ଯାଉଛନ୍ତି। ତେଣୁ ସେମାନଙ୍କ ଫ୍ୟାନ୍‌ଙ୍କ ମଧ୍ୟରେ ଏହି ନୂଆ ଯୋଡ଼ିକୁ ଦେଖିବାକୁ ଉତ୍ସାହ ବଢ଼ି ଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe