Advertisment

ଆଇଟମ୍ ନମ୍ୱରରେ ଅଲ୍ଲୀ ଜାଫର

ମୁମ୍ବାଇ: ଗାୟକରୁ ଅଭିନେତା ସାଜି ଥିବା ଅଲ୍ଲୀ ଜାଫର ନଜର ଆସିବେ ‘ତେରେ ବିନ୍ ଲାଡେନ୍- ଡେଡ୍ ଅର୍ ଆଲାଇଭ୍’ର ଏକ ଆଇଟମ୍ ନମ୍ୱରରେ। ଏହି ଗୀତ ପାଇଁ ଅଲ୍ଲୀ ନିଜର ଓଜନ ଖୁବ୍ କମାଇଛନ୍ତି। ୩ ମାସର ଅକ୍ଲାନ୍ତ ପରିଶ୍ରମ କରି ଏହି ଫିଗର୍ ପାଇଛନ୍ତି। ଆଉ ଏହାକୁ ସୋ ଅପ୍ କରିଛନ୍ତି ଫିଲ୍ମରେ। ଏହି ଗୀତଟିର ଲିରିକସ୍ ଲେଖିବା ସହିତ ମ୍ୟୁଜିକ୍ ମଧ୍ୟ କଂପୋଜ କରିଛନ୍ତି ଅଲ୍ଲୀ। ତା’ସହିତ ଗୀତ ବି ଗାଇଛନ୍ତି। ୨୦୧୦ର […]

ଅଦ୍ୟତନ ହୋଇଛି
ଆଇଟମ୍ ନମ୍ୱରରେ ଅଲ୍ଲୀ ଜାଫର

ali-jafar

Advertisment

ମୁମ୍ବାଇ: ଗାୟକରୁ ଅଭିନେତା ସାଜି ଥିବା ଅଲ୍ଲୀ ଜାଫର ନଜର ଆସିବେ ‘ତେରେ ବିନ୍ ଲାଡେନ୍- ଡେଡ୍ ଅର୍ ଆଲାଇଭ୍’ର ଏକ ଆଇଟମ୍ ନମ୍ୱରରେ। ଏହି ଗୀତ ପାଇଁ ଅଲ୍ଲୀ ନିଜର ଓଜନ ଖୁବ୍ କମାଇଛନ୍ତି। ୩ ମାସର ଅକ୍ଲାନ୍ତ ପରିଶ୍ରମ କରି ଏହି ଫିଗର୍ ପାଇଛନ୍ତି। ଆଉ ଏହାକୁ ସୋ ଅପ୍ କରିଛନ୍ତି ଫିଲ୍ମରେ। ଏହି ଗୀତଟିର ଲିରିକସ୍ ଲେଖିବା ସହିତ ମ୍ୟୁଜିକ୍ ମଧ୍ୟ କଂପୋଜ କରିଛନ୍ତି ଅଲ୍ଲୀ। ତା’ସହିତ ଗୀତ ବି ଗାଇଛନ୍ତି।

Advertisment

୨୦୧୦ର ‘ତେରେ ବିନ୍ ଲାଡେନ୍’ରେ ଡେବ୍ୟୁ କରି ଥିଲେ ଅଲ୍ଲୀ ଜାଫର। ଆଉ ଏବେ ଏହାର ସିକ୍ୱେଲ ‘ତେରେ ବିନ୍ ଲାଡେନ୍- ଡେଡ୍ ଅର୍ ଆଲାଇଭ’ରେ ଆଇଟମ୍ ଡ୍ୟାନସ୍ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe