Advertisment

‘ଜବରଦସ୍ତ ପ୍ରେମିକ’ର ଶୁଭ ମହୁରତ

କଟକ: ନୂଆ ଓଡ଼ିଆ ଫିଲ୍ମ ‘ଜବରଦସ୍ତ ପ୍ରେମିକ’ର ଶୁଭ ମହୁରତ କଟକ ସିଡିଏ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଓଲିଉଡର ରୋମାଣ୍ଟିକ ହିରୋ ବାବୁସାନ୍ ଓ ଅଭିନେତ୍ରୀ ଝିଲିକ୍ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି। ଫିଲ୍ମଟିରେ ଫୁଲ କମେଡି, ଇମୋସନ୍ ଓ ଆକସନ୍ ରହିଛି। ସାଉଥ୍ ଫିଲ୍ମର ଜଣାଶୁଣା ନିର୍ଦ୍ଦେଶକ ରାଜୁ ସରାଭାୟା ପ୍ରଥମଥର ପାଇଁ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି। ଏହି ଫିଲ୍ମରେ ଅପରାଜିତା, ଉତ୍ତମ ମହାନ୍ତି, ଅଶ୍ରୁମୋଚନ ଓ ବିଦୁସ୍ମିତା ମଧ୍ୟ ଅଭିନୟ କରିଛନ୍ତି। […]

ଅଦ୍ୟତନ ହୋଇଛି
 ‘ଜବରଦସ୍ତ ପ୍ରେମିକ’ର ଶୁଭ ମହୁରତ

film

Advertisment

କଟକ: ନୂଆ ଓଡ଼ିଆ ଫିଲ୍ମ ‘ଜବରଦସ୍ତ ପ୍ରେମିକ’ର ଶୁଭ ମହୁରତ କଟକ ସିଡିଏ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଓଲିଉଡର ରୋମାଣ୍ଟିକ ହିରୋ ବାବୁସାନ୍ ଓ ଅଭିନେତ୍ରୀ ଝିଲିକ୍ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି। ଫିଲ୍ମଟିରେ ଫୁଲ କମେଡି, ଇମୋସନ୍ ଓ ଆକସନ୍ ରହିଛି। ସାଉଥ୍ ଫିଲ୍ମର ଜଣାଶୁଣା ନିର୍ଦ୍ଦେଶକ ରାଜୁ ସରାଭାୟା ପ୍ରଥମଥର ପାଇଁ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି।

Advertisment

ଏହି ଫିଲ୍ମରେ ଅପରାଜିତା, ଉତ୍ତମ ମହାନ୍ତି, ଅଶ୍ରୁମୋଚନ ଓ ବିଦୁସ୍ମିତା ମଧ୍ୟ ଅଭିନୟ କରିଛନ୍ତି। ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର। ଫିଲ୍ମର ସମସ୍ତ ସୁଟିଂ କଟକ ଓ ଭୁବନେଶ୍ୱରରେ ହେବ ବୋଲି ନିର୍ଦ୍ଦେଶକ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe