ବିଜ୍ଞାପନ ପାଇଁ ଫସିଲେ ଜ୍ୟାକି ଓ ଗୋବିନ୍ଦା

ମୁମ୍ବାଇ: ବିଜ୍ଞାପନ କରି ଅଡୁଆରେ ପଡ଼ିଲେ ବଲିଉଡ୍‌ର ଦୁଇ ଜଣାଶୁଣା ଅଭିନେତା। ବିଜ୍ଞାପନରେ କହିଥିବା କଥା ସତ ପ୍ରମାଣିତ ନ ହେବାରୁ ଏବେ ଗୋବିନ୍ଦା ଓ ଜ୍ୟାକି ଶ୍ରଫ୍‌ଙ୍କୁ ଦେବାକୁ ପଡ଼ିବ ୨୦ହଜାର ଟଙ୍କା ଲେଖାଏଁ ଜରିମାନା।  ଉତ୍ତରପ୍ରଦେଶର ମୁଜରଫରନଗର ଖାଉଟି ଅଦାଲତ ଏହି ଦୁଇ ବଲିଉଡ୍ କଳାକାରଙ୍କୁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। https://www.instagram.com/p/ByUsmWlHmJt/?utm_source=ig_web_copy_link କିଛି ବର୍ଷ ପୂର୍ବରୁ ଏହି ଦୁଇ ଅଭିନେତା ଏକ ମେଡିସିନ କମ୍ପାନୀ ପାଇଁ ବିଜ୍ଞାପନ ପ୍ରଚାର କରିଥିଲେ। କମ୍ପାନୀ ଦ୍ୱାରା […]

add

add

Chinmayee Roy
  • Published: Tuesday, 26 November 2019
  • Updated: 26 November 2019, 11:30 AM IST

ମୁମ୍ବାଇ: ବିଜ୍ଞାପନ କରି ଅଡୁଆରେ ପଡ଼ିଲେ ବଲିଉଡ୍‌ର ଦୁଇ ଜଣାଶୁଣା ଅଭିନେତା। ବିଜ୍ଞାପନରେ କହିଥିବା କଥା ସତ ପ୍ରମାଣିତ ନ ହେବାରୁ ଏବେ ଗୋବିନ୍ଦା ଓ ଜ୍ୟାକି ଶ୍ରଫ୍‌ଙ୍କୁ ଦେବାକୁ ପଡ଼ିବ ୨୦ହଜାର ଟଙ୍କା ଲେଖାଏଁ ଜରିମାନା।  ଉତ୍ତରପ୍ରଦେଶର ମୁଜରଫରନଗର ଖାଉଟି ଅଦାଲତ ଏହି ଦୁଇ ବଲିଉଡ୍ କଳାକାରଙ୍କୁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

https://www.instagram.com/p/ByUsmWlHmJt/?utm_source=ig_web_copy_link

କିଛି ବର୍ଷ ପୂର୍ବରୁ ଏହି ଦୁଇ ଅଭିନେତା ଏକ ମେଡିସିନ କମ୍ପାନୀ ପାଇଁ ବିଜ୍ଞାପନ ପ୍ରଚାର କରିଥିଲେ। କମ୍ପାନୀ ଦ୍ୱାରା ର୍ନିମିତ ଏକ ଯନ୍ତ୍ରଣା ମୁକ୍ତିଦାୟକ ତୈଳର ପ୍ରଚାର ପାଇଁ ଉଭୟ ଜ୍ୟାକି ଓ ଗୋବିନ୍ଦା ମୋଟା ଅଙ୍କର ଫିସ୍ ମଧ୍ୟ ନେଇଥିଲେ।  ତେବେ ଏହି ହର୍ବାଲ୍‌ ତେଲ ବ୍ୟବହାର କରି ସମସ୍ୟାରେ ପଡିବା ପରେ ମୁଜଫରନଗରର ଜଣେ ଯୁବକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସମ୍ପୃକ୍ତ କମ୍ପାନୀ ସହ ସେମାନେ  ଉଭୟ କଳାକାରଙ୍କ ନାଁରେ ମାମଲା ରୁଜୁ କରିଥିଲେ। ମାମଲାର ଶୁଣାଣି କରି କୋର୍ଟ ତୈଳ କମ୍ପାନୀ ଓ ଦୁଇ କଳାକାରଙ୍କୁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

https://www.instagram.com/p/B1sUaYKhwZ9/?utm_source=ig_web_copy_link

ମିଳିଥିବା ସୂଚନା ମୁତାବକ, ୨୦୧୨ ମସିହାରେ ମୁଜଫରନଗରର ଓକିଲ ଅଭିନବ ଅଗ୍ରଓ୍ୱାଲ ବିଜ୍ଞାପନ ଦେଖି ନିଜ ବାପାଙ୍କ ପାଇଁ ୩୬୦୦ ଟଙ୍କା ଦେଇ ଉକ୍ତ ତେଲ କିଣିଥିଲେ। ବିଜ୍ଞାପନରେ କୁହାଯାଇଥିଲା ଯେ, ଏହି ତେଲ ଲଗାଇବା ଦ୍ୱାରା ଯଦି ଯନ୍ତ୍ରଣା ସମସ୍ୟା ଉପଶମ ନ ହୁଏ ତେବେ ଟଙ୍କା ଫେରସ୍ତ ଦିଆଯିବ। ତେବେ ଅନେକ ଦିନ ତେଲ ଲଗାଇବା ପରେ ବି ତାଙ୍କ ବାପାଙ୍କ ଯନ୍ତ୍ରଣା ଉପଶମ ନ ହେବାରୁ ସେ କମ୍ପାନୀକୁ ଟଙ୍କା ଫେରସ୍ତ ପାଇଁ କହିଥିଲେ। କିନ୍ତୁ କମ୍ପାନୀ ଟଙ୍କା ଦେବାକୁ ମନା କରିଦେଇଥିଲା।  ଏହାପରେ ସେ କୋର୍ଟରେ ମାମଲା ରୁଜୁ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story