‘ଜଗା ହାତରେ ପଘା’କୁ ଏକାଠି ଦେଖିଲେ ଓଲିଉଡ କଳାକାର

ଭୁବନେଶ୍ୱର: ଚଳଚିତ୍ର ‘ଜଗା ହାତରେ ପଘା’କୁ ଏକାଠି ଦେଖିଲେ ଓଲିଉଡ କଳାକାର। ରବିବାର ସଂଧ୍ୟାରେ ଭୁବନେଶ୍ୱରର ଶ୍ୱାତୀ ସିନେମା ହଲରେ ଓଲିଉଡର ବହୁ ଅଭିନେତା, ଅଭିନେତ୍ରୀ ଓ ନିର୍ଦ୍ଦେଶକ ଏହି ଚଳଚିତ୍ରକୁ ଉପଭୋଗ କରିଛନ୍ତି। ଏଥିରେ ଅଜିତ ଦାସ, ମହାଶ୍ୱେତା ରାୟ, କୋୟଲ ବାନାର୍ଜୀ, ଆକାଶ ଦାସ, ବବି ମିଶ୍ର, ବୁଦ୍ଧାଦିତ୍ୟ, ମାନସ ମିଶ୍ର, ରାଜୁ ମିଶ୍ର, ଗଦାଧର ପୁଟ୍ଟୀ ପ୍ରମୁଖ ଉପଭୋଗ କରିଛନ୍ତି। ଓଲିଉଡର ସମସ୍ତ କଳାକାରଙ୍କୁ ଏହି ଚଳଚିତ୍ର ବିଷୟରେ ଅବଗତ କରିବା ଉଦେଶ୍ୟରେ […]

jaga- hatha-ra-pagha

jaga- hatha-ra-pagha

Rakesh Mallick
  • Published: Monday, 09 November 2015
  • Updated: 09 November 2015, 05:21 AM IST

Sports

Latest News

ଭୁବନେଶ୍ୱର: ଚଳଚିତ୍ର ‘ଜଗା ହାତରେ ପଘା’କୁ ଏକାଠି ଦେଖିଲେ ଓଲିଉଡ କଳାକାର। ରବିବାର ସଂଧ୍ୟାରେ ଭୁବନେଶ୍ୱରର ଶ୍ୱାତୀ ସିନେମା ହଲରେ ଓଲିଉଡର ବହୁ ଅଭିନେତା, ଅଭିନେତ୍ରୀ ଓ ନିର୍ଦ୍ଦେଶକ ଏହି ଚଳଚିତ୍ରକୁ ଉପଭୋଗ କରିଛନ୍ତି। ଏଥିରେ ଅଜିତ ଦାସ, ମହାଶ୍ୱେତା ରାୟ, କୋୟଲ ବାନାର୍ଜୀ, ଆକାଶ ଦାସ, ବବି ମିଶ୍ର, ବୁଦ୍ଧାଦିତ୍ୟ, ମାନସ ମିଶ୍ର, ରାଜୁ ମିଶ୍ର, ଗଦାଧର ପୁଟ୍ଟୀ ପ୍ରମୁଖ ଉପଭୋଗ କରିଛନ୍ତି। ଓଲିଉଡର ସମସ୍ତ କଳାକାରଙ୍କୁ ଏହି ଚଳଚିତ୍ର ବିଷୟରେ ଅବଗତ କରିବା ଉଦେଶ୍ୟରେ ଏହି ନିଆରା କାର୍ଯ୍ୟକ୍ରମର ଆୟୋଜନ କରିଥିଲା ତରଙ୍ଗ ସିନେ ପ୍ରଡକସନ୍। ଏହି ଅବସରରେ ଦର୍ଶକମାନେ ଚଳଚିତ୍ର ଦେଖିବା ସହ ନିଜ ପ୍ରିୟ ଅଭିନେତା ଏବଂ ଅଭିନେତ୍ରୀଙ୍କ ଏକାଠି ଦେଖିବାର ସୁଯୋଗ ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos