Advertisment

‘ଜଗା ହାତରେ ପଘା’କୁ ଏକାଠି ଦେଖିଲେ ଓଲିଉଡ କଳାକାର

ଭୁବନେଶ୍ୱର: ଚଳଚିତ୍ର ‘ଜଗା ହାତରେ ପଘା’କୁ ଏକାଠି ଦେଖିଲେ ଓଲିଉଡ କଳାକାର। ରବିବାର ସଂଧ୍ୟାରେ ଭୁବନେଶ୍ୱରର ଶ୍ୱାତୀ ସିନେମା ହଲରେ ଓଲିଉଡର ବହୁ ଅଭିନେତା, ଅଭିନେତ୍ରୀ ଓ ନିର୍ଦ୍ଦେଶକ ଏହି ଚଳଚିତ୍ରକୁ ଉପଭୋଗ କରିଛନ୍ତି। ଏଥିରେ ଅଜିତ ଦାସ, ମହାଶ୍ୱେତା ରାୟ, କୋୟଲ ବାନାର୍ଜୀ, ଆକାଶ ଦାସ, ବବି ମିଶ୍ର, ବୁଦ୍ଧାଦିତ୍ୟ, ମାନସ ମିଶ୍ର, ରାଜୁ ମିଶ୍ର, ଗଦାଧର ପୁଟ୍ଟୀ ପ୍ରମୁଖ ଉପଭୋଗ କରିଛନ୍ତି। ଓଲିଉଡର ସମସ୍ତ କଳାକାରଙ୍କୁ ଏହି ଚଳଚିତ୍ର ବିଷୟରେ ଅବଗତ କରିବା ଉଦେଶ୍ୟରେ […]

‘ଜଗା ହାତରେ ପଘା’କୁ ଏକାଠି ଦେଖିଲେ ଓଲିଉଡ କଳାକାର

jaga- hatha-ra-pagha

Advertisment

ଭୁବନେଶ୍ୱର: ଚଳଚିତ୍ର ‘ଜଗା ହାତରେ ପଘା’କୁ ଏକାଠି ଦେଖିଲେ ଓଲିଉଡ କଳାକାର। ରବିବାର ସଂଧ୍ୟାରେ ଭୁବନେଶ୍ୱରର ଶ୍ୱାତୀ ସିନେମା ହଲରେ ଓଲିଉଡର ବହୁ ଅଭିନେତା, ଅଭିନେତ୍ରୀ ଓ ନିର୍ଦ୍ଦେଶକ ଏହି ଚଳଚିତ୍ରକୁ ଉପଭୋଗ କରିଛନ୍ତି। ଏଥିରେ ଅଜିତ ଦାସ, ମହାଶ୍ୱେତା ରାୟ, କୋୟଲ ବାନାର୍ଜୀ, ଆକାଶ ଦାସ, ବବି ମିଶ୍ର, ବୁଦ୍ଧାଦିତ୍ୟ, ମାନସ ମିଶ୍ର, ରାଜୁ ମିଶ୍ର, ଗଦାଧର ପୁଟ୍ଟୀ ପ୍ରମୁଖ ଉପଭୋଗ କରିଛନ୍ତି। ଓଲିଉଡର ସମସ୍ତ କଳାକାରଙ୍କୁ ଏହି ଚଳଚିତ୍ର ବିଷୟରେ ଅବଗତ କରିବା ଉଦେଶ୍ୟରେ ଏହି ନିଆରା କାର୍ଯ୍ୟକ୍ରମର ଆୟୋଜନ କରିଥିଲା ତରଙ୍ଗ ସିନେ ପ୍ରଡକସନ୍। ଏହି ଅବସରରେ ଦର୍ଶକମାନେ ଚଳଚିତ୍ର ଦେଖିବା ସହ ନିଜ ପ୍ରିୟ ଅଭିନେତା ଏବଂ ଅଭିନେତ୍ରୀଙ୍କ ଏକାଠି ଦେଖିବାର ସୁଯୋଗ ପାଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe