ରିଲିଜ୍ ହେଲା ‘ଜୟ ଗଙ୍ଗାଜଲ୍’ଟ୍ରେଲର, ପୋଲିସ୍ ଅଫିସର ଭୂମିକାରେ ପ୍ରିୟଙ୍କା

ମୁମ୍ବାଇ: ଆମେରିକାର ଟିଭି ସୋ ‘କ୍ୱାଣ୍ଟିକୋ’ରେ ଏଫବିଆଇ ଟ୍ରେନି ଭୂମିକାରେ ଅଭିନୟ କରିବା ପରେ ପୁଣି ବଲିଉଡ ମୁହାଁ ହୋଇଛନ୍ତି ‘ମେରିକମ୍’ ଷ୍ଟାର ପ୍ରିୟଙ୍କା। ପ୍ରକାଶ ଝାଙ୍କ ନିର୍ଦ୍ଦେଶିତ ‘ଜୟ ଗଙ୍ଗାଜଲ୍’ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିବ ଜଣେ କର୍ତ୍ତବ୍ୟନିଷ୍ଠ ପୋଲିସ ଅଫିସର ଭୂମିକାରେ। ମଙ୍ଗଳବାର ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି। ଏଥିରେ ପ୍ରିୟଙ୍କା ଦମଦାର୍ ଡାଇଲଗ ସହ ଫାଇଟିଂ ଓ ଗୁଣ୍ଡାଙ୍କୁ ନିର୍ଦ୍ଧୁମ ପିଟୁଥିବାର ମଧ୍ୟ ଦେଖିବାକୁ ମିଳିଛି। ଏହାସହ ଜଣେ ପୋଲିସ କର୍ମଚାରୀର […]

priyanka chopra

priyanka chopra

Rakesh Mallick
  • Published: Tuesday, 22 December 2015
  • Updated: 23 December 2015, 04:26 AM IST

Sports

Latest News

[embed]https://www.youtube.com/watch?v=pnSqqTrqQFE[/embed]

ମୁମ୍ବାଇ: ଆମେରିକାର ଟିଭି ସୋ ‘କ୍ୱାଣ୍ଟିକୋ’ରେ ଏଫବିଆଇ ଟ୍ରେନି ଭୂମିକାରେ ଅଭିନୟ କରିବା ପରେ ପୁଣି ବଲିଉଡ ମୁହାଁ ହୋଇଛନ୍ତି ‘ମେରିକମ୍’ ଷ୍ଟାର ପ୍ରିୟଙ୍କା। ପ୍ରକାଶ ଝାଙ୍କ ନିର୍ଦ୍ଦେଶିତ ‘ଜୟ ଗଙ୍ଗାଜଲ୍’ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିବ ଜଣେ କର୍ତ୍ତବ୍ୟନିଷ୍ଠ ପୋଲିସ ଅଫିସର ଭୂମିକାରେ। ମଙ୍ଗଳବାର ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି। ଏଥିରେ ପ୍ରିୟଙ୍କା ଦମଦାର୍ ଡାଇଲଗ ସହ ଫାଇଟିଂ ଓ ଗୁଣ୍ଡାଙ୍କୁ ନିର୍ଦ୍ଧୁମ ପିଟୁଥିବାର ମଧ୍ୟ ଦେଖିବାକୁ ମିଳିଛି। ଏହାସହ ଜଣେ ପୋଲିସ କର୍ମଚାରୀର ଜଣେ ସାଧାରଣ ନାଗରିକ ପ୍ରତି କ’ଣ କର୍ତ୍ତବ୍ୟ ହେବା ଉଚିତ୍ ସେ ଏହି ଟ୍ରେଲରରେ ଦର୍ଶାଇଛନ୍ତି।

‘ଜୟ ଗଙ୍ଗାଜଲ୍’ରେ ସେ ଏସପି ଅଭା ମାଥୁର ଭୂମିକାରେ ତାଙ୍କ ଫ୍ୟାନଙ୍କୁ ଅଭିନୟରେ ବାନ୍ଧିବେ ପ୍ରିୟଙ୍କା। ଏହି ଫିଲ୍ମ ୨୦୦୩ରେ ରିଲିଜ୍ ହୋଇଥିବା ‘ଗଙ୍ଗଜଲ୍’ର ସିକ୍ୟୁଏଲ ନୁହେଁ ବୋଲି ନିର୍ଦ୍ଦେଶକ ପ୍ରକାଶ ଝା ସ୍ପଷ୍ଟ କରିଛନ୍ତି। ଏହା ଏକ ଭିନ୍ନ ସ୍ୱାଦର ଫିଲ୍ମ। ଏଥିରେ ପୋଲିସ୍-ସମାଜ ମଧ୍ୟରେ ସମ୍ପର୍କକୁ ପୋଟ୍ରେ କରାଯାଇଛି। ଏହା ୨୦୧୬ ମାର୍ଚ୍ଚ ୪ରେ ରିଲିଜ୍ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story