Advertisment

ରିଲିଜ୍ ହେଲା ‘ଜୟ ଗଙ୍ଗାଜଲ୍’ଟ୍ରେଲର, ପୋଲିସ୍ ଅଫିସର ଭୂମିକାରେ ପ୍ରିୟଙ୍କା

ମୁମ୍ବାଇ: ଆମେରିକାର ଟିଭି ସୋ ‘କ୍ୱାଣ୍ଟିକୋ’ରେ ଏଫବିଆଇ ଟ୍ରେନି ଭୂମିକାରେ ଅଭିନୟ କରିବା ପରେ ପୁଣି ବଲିଉଡ ମୁହାଁ ହୋଇଛନ୍ତି ‘ମେରିକମ୍’ ଷ୍ଟାର ପ୍ରିୟଙ୍କା। ପ୍ରକାଶ ଝାଙ୍କ ନିର୍ଦ୍ଦେଶିତ ‘ଜୟ ଗଙ୍ଗାଜଲ୍’ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିବ ଜଣେ କର୍ତ୍ତବ୍ୟନିଷ୍ଠ ପୋଲିସ ଅଫିସର ଭୂମିକାରେ। ମଙ୍ଗଳବାର ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି। ଏଥିରେ ପ୍ରିୟଙ୍କା ଦମଦାର୍ ଡାଇଲଗ ସହ ଫାଇଟିଂ ଓ ଗୁଣ୍ଡାଙ୍କୁ ନିର୍ଦ୍ଧୁମ ପିଟୁଥିବାର ମଧ୍ୟ ଦେଖିବାକୁ ମିଳିଛି। ଏହାସହ ଜଣେ ପୋଲିସ କର୍ମଚାରୀର […]

ଅଦ୍ୟତନ ହୋଇଛି
ରିଲିଜ୍ ହେଲା ‘ଜୟ ଗଙ୍ଗାଜଲ୍’ଟ୍ରେଲର, ପୋଲିସ୍ ଅଫିସର ଭୂମିକାରେ ପ୍ରିୟଙ୍କା

priyanka chopra

Advertisment

[embed] style="text-align: justify">ମୁମ୍ବାଇ: ଆମେରିକାର ଟିଭି ସୋ ‘କ୍ୱାଣ୍ଟିକୋ’ରେ ଏଫବିଆଇ ଟ୍ରେନି ଭୂମିକାରେ ଅଭିନୟ କରିବା ପରେ ପୁଣି ବଲିଉଡ ମୁହାଁ ହୋଇଛନ୍ତି ‘ମେରିକମ୍’ ଷ୍ଟାର ପ୍ରିୟଙ୍କା। ପ୍ରକାଶ ଝାଙ୍କ ନିର୍ଦ୍ଦେଶିତ ‘ଜୟ ଗଙ୍ଗାଜଲ୍’ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିବ ଜଣେ କର୍ତ୍ତବ୍ୟନିଷ୍ଠ ପୋଲିସ ଅଫିସର ଭୂମିକାରେ। ମଙ୍ଗଳବାର ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି। ଏଥିରେ ପ୍ରିୟଙ୍କା ଦମଦାର୍ ଡାଇଲଗ ସହ ଫାଇଟିଂ ଓ ଗୁଣ୍ଡାଙ୍କୁ ନିର୍ଦ୍ଧୁମ ପିଟୁଥିବାର ମଧ୍ୟ ଦେଖିବାକୁ ମିଳିଛି। ଏହାସହ ଜଣେ ପୋଲିସ କର୍ମଚାରୀର ଜଣେ ସାଧାରଣ ନାଗରିକ ପ୍ରତି କ’ଣ କର୍ତ୍ତବ୍ୟ ହେବା ଉଚିତ୍ ସେ ଏହି ଟ୍ରେଲରରେ ଦର୍ଶାଇଛନ୍ତି।

Advertisment

‘ଜୟ ଗଙ୍ଗାଜଲ୍’ରେ ସେ ଏସପି ଅଭା ମାଥୁର ଭୂମିକାରେ ତାଙ୍କ ଫ୍ୟାନଙ୍କୁ ଅଭିନୟରେ ବାନ୍ଧିବେ ପ୍ରିୟଙ୍କା। ଏହି ଫିଲ୍ମ ୨୦୦୩ରେ ରିଲିଜ୍ ହୋଇଥିବା ‘ଗଙ୍ଗଜଲ୍’ର ସିକ୍ୟୁଏଲ ନୁହେଁ ବୋଲି ନିର୍ଦ୍ଦେଶକ ପ୍ରକାଶ ଝା ସ୍ପଷ୍ଟ କରିଛନ୍ତି। ଏହା ଏକ ଭିନ୍ନ ସ୍ୱାଦର ଫିଲ୍ମ। ଏଥିରେ ପୋଲିସ୍-ସମାଜ ମଧ୍ୟରେ ସମ୍ପର୍କକୁ ପୋଟ୍ରେ କରାଯାଇଛି। ଏହା ୨୦୧୬ ମାର୍ଚ୍ଚ ୪ରେ ରିଲିଜ୍ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe