Advertisment

ଜନ୍ମଦିନରେ ରିଲିଜ୍ ହେବ ସଲମାନଙ୍କ ବାୟୋଗ୍ରାଫି

ନୂଆଦିଲ୍ଲୀ: ଦବଙ୍ଗ ଖାଁଙ୍କ ବାୟୋଗ୍ରାଫି ତାଙ୍କ ଜନ୍ମ ଦିନ ୨୭ ଡିସେମ୍ୱରରେ ରିଲିଜ୍ ହେବ। ‘ବିଇଙ୍ଗ୍ ସଲମାନ୍’ ନାମକ ଏହି ବାୟୋଗ୍ରାଫି ଲେଖିଛନ୍ତି ଜାସିମ୍ ଖାଁ। ଏହି ବାୟୋଗ୍ରାଫିରେ ସଲମାନଙ୍କ ବ୍ୟକ୍ତିଗତ ଜୀବନ ଓ ପରିବାର ସମ୍ପର୍କରେ ଉଲ୍ଲେଖ କରାଯାଇଛି। ସଲାମାନ୍ ଷ୍ଟାରର ‘ଦବଙ୍ଗ’, ‘ଏକ ଥା ଟାଇଗର’ ଓ ‘କିକ୍’ ପରି ଫିଲ୍ମ ଶହେ କୋଟି ଟଙ୍କା ଆୟ କରିଥିବା ବେଳେ ଚଳିତବର୍ଷ ରିଲିଜ୍ ହୋଇଥିବା ଫିଲ୍ମ ‘ପ୍ରେମ ରତନ୍ ଧନ୍ ପାୟୋ’ ୨୦୦ କୋଟିରୁ […]

ଅଦ୍ୟତନ ହୋଇଛି
ଜନ୍ମଦିନରେ ରିଲିଜ୍ ହେବ ସଲମାନଙ୍କ ବାୟୋଗ୍ରାଫି

Salman

Advertisment

ନୂଆଦିଲ୍ଲୀ: ଦବଙ୍ଗ ଖାଁଙ୍କ ବାୟୋଗ୍ରାଫି ତାଙ୍କ ଜନ୍ମ ଦିନ ୨୭ ଡିସେମ୍ୱରରେ ରିଲିଜ୍ ହେବ। ‘ବିଇଙ୍ଗ୍ ସଲମାନ୍’ ନାମକ ଏହି ବାୟୋଗ୍ରାଫି ଲେଖିଛନ୍ତି ଜାସିମ୍ ଖାଁ। ଏହି ବାୟୋଗ୍ରାଫିରେ ସଲମାନଙ୍କ ବ୍ୟକ୍ତିଗତ ଜୀବନ ଓ ପରିବାର ସମ୍ପର୍କରେ ଉଲ୍ଲେଖ କରାଯାଇଛି।

Advertisment

ସଲାମାନ୍ ଷ୍ଟାରର ‘ଦବଙ୍ଗ’, ‘ଏକ ଥା ଟାଇଗର’ ଓ ‘କିକ୍’ ପରି ଫିଲ୍ମ ଶହେ କୋଟି ଟଙ୍କା ଆୟ କରିଥିବା ବେଳେ ଚଳିତବର୍ଷ ରିଲିଜ୍ ହୋଇଥିବା ଫିଲ୍ମ ‘ପ୍ରେମ ରତନ୍ ଧନ୍ ପାୟୋ’ ୨୦୦ କୋଟିରୁ ଅଧିକ ଟଙ୍କା ଆୟ କରିଛି। ସେହିପରି ସଲମାନଙ୍କ ବ୍ଲକ୍ ବାଷ୍ଟର ଫିଲ୍ମ ‘ବଜରଙ୍ଗୀ ଭାଇଜାନ୍’ ସାରାଦେଶରେ ୩୦୦ କୋଟି ଟଙ୍କା ଆୟ କରିଛି।

ସଲମାନ ବିଭିନ୍ନ ସମୟରେ ବହୁ ବିବାଦରେ ଛନ୍ଦି ହୋଇଛନ୍ତି। ତାଙ୍କ କାର୍ ଚଢିଯିବାରୁ ଫୁଟପାଥରେ ଶୋଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ତାଙ୍କ ବିରୋଧରେ ହତ୍ୟା ମାମଲା ଚାଲିଛି। ତାଙ୍କ ବିରୋଧରେ କସ୍ତୁରୀ ମୃଗ ଶିକାର କରିବାର ମଧ୍ୟ ଅଭିଯୋଗ ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe