Advertisment

ଖୁବ୍‌ଶୀଘ୍ର ବଡ଼ ପରଦାରେ ନଜର ଆସିବେ ଶ୍ରୀଦେବୀଙ୍କ ଝିଅ

ମୁମ୍ବାଇ: ଅନେକ ଦିନର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଖୁବଶୀଘ୍ର ବଡ଼ପରଦାରେ ଫିଲ୍ମ ‘ସିଦ୍ଧତ’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ଶ୍ରୀଦେବୀ ଓ ବୋନି କପୁରଙ୍କ ଝିଅ ଜାନୱୀ କପୁର।  ଫିଲ୍ମରେ ଜାନୱୀଙ୍କ ବିପକ୍ଷରେ ବରୁଣ ଧାୱନ ରହିଛନ୍ତି। କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ ବ୍ୟାନରରେ ତିଆରି ହେବାକୁ ଥିବା ଏହି ଫିଲ୍ମର କୋ-ପ୍ରଡ୍ୟୁସର ହେଉଛନ୍ତି ସାଜିଦ ନାଡିଆଦୱାଲା। ଫିଲ୍ମର ନିର୍ଦ୍ଦେଶନା କରିବେ ଅଭିଷେକ ବର୍ମନ। ଅଭିଷେକ ଏହା ପୂର୍ବରୁ ‘ଟୁ-ଷ୍ଟେଟସ’ର ନିର୍ଦ୍ଦେଶନା ଦେଇଥିଲେ। ଅନେକ […]

ଅଦ୍ୟତନ ହୋଇଛି
ଖୁବ୍‌ଶୀଘ୍ର ବଡ଼ ପରଦାରେ ନଜର ଆସିବେ ଶ୍ରୀଦେବୀଙ୍କ ଝିଅ

sridevi-jhanvi-kapoor

Advertisment

ମୁମ୍ବାଇ: ଅନେକ ଦିନର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଖୁବଶୀଘ୍ର ବଡ଼ପରଦାରେ ଫିଲ୍ମ ‘ସିଦ୍ଧତ’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ଶ୍ରୀଦେବୀ ଓ ବୋନି କପୁରଙ୍କ ଝିଅ ଜାନୱୀ କପୁର।  ଫିଲ୍ମରେ ଜାନୱୀଙ୍କ ବିପକ୍ଷରେ ବରୁଣ ଧାୱନ ରହିଛନ୍ତି। କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ ବ୍ୟାନରରେ ତିଆରି ହେବାକୁ ଥିବା ଏହି ଫିଲ୍ମର କୋ-ପ୍ରଡ୍ୟୁସର ହେଉଛନ୍ତି ସାଜିଦ ନାଡିଆଦୱାଲା। ଫିଲ୍ମର ନିର୍ଦ୍ଦେଶନା କରିବେ ଅଭିଷେକ ବର୍ମନ। ଅଭିଷେକ ଏହା ପୂର୍ବରୁ ‘ଟୁ-ଷ୍ଟେଟସ’ର ନିର୍ଦ୍ଦେଶନା ଦେଇଥିଲେ। ଅନେକ ଝିଅଙ୍କ ପରେ ଶେଷରେ ଜାନୱୀଙ୍କୁ ଫିଲ୍ମ ପାଇଁ ସାଇନ କରାଯାଇଛି। ଫିଲ୍ମ ‘ଜୁଡୱା-୨’ ସୁଟିଂ ସାରି ବରୁଣ ‘ସିଦ୍ଧତ’ ପାଇଁ ସୁଟିଂ କରିବେ। ଜାନୱୀଙ୍କ ପାଇଁ ଫିଲ୍ମଟି ଚାଲେଞ୍ଜ ରହିବ। କାରଣ ତାଙ୍କର ଅଭିନୟକୁ ଶ୍ରୀଦେବୀଙ୍କ ସହ ତୁଳନା କରାଯିବ। ଫିଲ୍ମଟି ୨୦୧୭ରେ ରିଲିଜ ହେବାର ଯୋଜନା ଅଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe