ସାଉଥ୍ ଫିଲ୍ମରେ ଡେବ୍ୟୁ କରିବେ ଜ୍ୟାକ୍‌ଲିନ୍

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡେଜ୍ ଏବେ ଦକ୍ଷିଣ ମୁହାଁ ହୋଇଛନ୍ତି। ଖୁବଶୀଘ୍ର ସେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବେ। ସୂଚନା ଅନୁଯାୟୀ, ସାଉଥ୍ ଷ୍ଟାର୍ ପବନ କଲ୍ୟାଣଙ୍କ ସହ ସେ ଏକ ତେଲୁଗୁ ଫିଲ୍ମ ସାଇନ୍ କରିଛନ୍ତି। ଫିଲ୍ମଟି ଆକ୍ସନ୍ ଓ ଆଡଭେଞ୍ଚର୍‌ରେ ଭରପୂର ରହିବ। ପବନ କଲ୍ୟାଣ ଏଥିରେ ରବିନ୍ ହୁଡ୍ ପ୍ରକାରର ଚରିତ୍ରରେ ଅଭିନୟ କରିବେ। https://www.instagram.com/p/B6OF6utH7TH/?utm_source=ig_web_copy_link କ୍ରିଶ୍‌ (ରାଧାକୃଷ୍ଣ ଜଗର୍ଲାମୁଣ୍ଡି) ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ। ସେ ପୂର୍ବରୁ ଅକ୍ଷୟ […]

jacquline

jacquline

Chinmayee Roy
  • Published: Wednesday, 01 April 2020
  • Updated: 01 April 2020, 08:47 AM IST

Sports

Latest News

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡେଜ୍ ଏବେ ଦକ୍ଷିଣ ମୁହାଁ ହୋଇଛନ୍ତି। ଖୁବଶୀଘ୍ର ସେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବେ। ସୂଚନା ଅନୁଯାୟୀ, ସାଉଥ୍ ଷ୍ଟାର୍ ପବନ କଲ୍ୟାଣଙ୍କ ସହ ସେ ଏକ ତେଲୁଗୁ ଫିଲ୍ମ ସାଇନ୍ କରିଛନ୍ତି। ଫିଲ୍ମଟି ଆକ୍ସନ୍ ଓ ଆଡଭେଞ୍ଚର୍‌ରେ ଭରପୂର ରହିବ। ପବନ କଲ୍ୟାଣ ଏଥିରେ ରବିନ୍ ହୁଡ୍ ପ୍ରକାରର ଚରିତ୍ରରେ ଅଭିନୟ କରିବେ।

https://www.instagram.com/p/B6OF6utH7TH/?utm_source=ig_web_copy_link

କ୍ରିଶ୍‌ (ରାଧାକୃଷ୍ଣ ଜଗର୍ଲାମୁଣ୍ଡି) ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ। ସେ ପୂର୍ବରୁ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଗବର ଇଜ୍ ବ୍ୟାକ୍’ର ନିର୍ଦ୍ଦେଶନା ଦେଇଛନ୍ତି। ଏହା ବ୍ୟତୀତ ସେ କଙ୍ଗନା ରଣାୱତ୍‌ଙ୍କ ସହ ମିଶି ‘ମଣିକର୍ଣ୍ଣିକା’ ଫିଲ୍ମର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ।

ପବନ କଲ୍ୟାଣ ଓ ଜ୍ୟାକ୍‌ଲିନ୍‌ଙ୍କ ଏହି ଫିଲ୍ମଟି ତେଲୁଗୁ ବ୍ୟତୀତ ଆହୁରି କିଛି ଭାଷାରେ ମଧ୍ୟ ତିଆରି ହେବ। ଇତିମଧ୍ୟରେ ଜ୍ୟାକ୍‌ଲିନ୍ ତାଙ୍କ ଚରିତ୍ର ଉପରେ କାମ କରିବା ମଧ୍ୟ ଆରମ୍ଭ କରି ଦେଇଛନ୍ତି। ସେ ଅନେକ ଥର ହାଇଦ୍ରାବାଦ ଯାଇ ନିର୍ଦ୍ଦେଶକ ଏବଂ ତାଙ୍କ କୋ-ଷ୍ଟାରଙ୍କୁ ଭେଟି ସାରିଲେଣି। ଜ୍ୟାକ୍‌ଲିନ୍‌ ଏହି ଫିଲ୍ମର ଶୁଟିଂ ପାଇଁ ୪୦ ଦିନ ଦେବାକୁ ସ୍ଥିର କରିଛନ୍ତି। କୁହାଯାଉଛି, ଲକ୍‌ଡାଉନ୍ ସରିବା ପରେ ସେ ଏହାର ଶୁଟିଂ ଆରମ୍ଭ କରିଦେବେ।

https://www.instagram.com/p/B8MYTiUHKLF/?utm_source=ig_web_copy_link

ଜ୍ୟାକ୍‌ଲିନ୍ ଗତ ବର୍ଷ ବଲିଉଡ୍‌ରେ ୧୦ ବର୍ଷ ପୂରଣ କରିଥିଲେ। ତେଣୁ ସେ ବ୍ରେକ୍ ନେଇ ଛୁଟି କାଟିବାକୁ  ଲସ୍ ଏଞ୍ଜେଲସ୍ ପଳାଇଥିଲେ। ସେଠାରୁ ଫେରିବା ପରେ ପୁଣି ପ୍ରସ୍ତୁତି ଆରମ୍ଭ କରିଥିଲେ। ନିକଟରେ ତାଙ୍କର ଏକ ମ୍ୟୁଜିକ୍ ଭିଡିଓ ମଧ୍ୟ ରିଲିଜ୍ ହୋଇଛି। ଏଥିରେ ତାଙ୍କ ସହିତ ‘ବିଗ୍ ବସ୍ ୧୩’ର ପ୍ରତିଯୋଗୀ ଅସୀମ ରିଆଜ୍ ଅଛନ୍ତି। ଏହା ବ୍ୟତୀତ ବାଦ୍‌ଶାହଙ୍କ ସହ ମଧ୍ୟ ତାଙ୍କର ଏକ ସୁପର୍‌ ହିଟ୍ ଗୀତ ‘ଗେନ୍ଦା ଫୁଲ୍’ ରିଲିଜ୍ ହୋଇଛି। ଗୀତଟି ସୋଶାଲ୍ ମିଡିଆରେ ହଇଚଇ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଆଗକୁ ସେ ଜନ୍ ଅବ୍ରାହମଙ୍କ ଫିଲ୍ମ ‘ଆଟାକ୍’ ଏବଂ ସଲ୍‌ମାନ୍ ଖାନ୍‌ଙ୍କ ‘କିକ୍ ୨’ ରେ ନଜର ଆସିବେ।

https://www.instagram.com/p/B-MOyW9Hryf/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story