Advertisment

‘ଜୟ ଗଙ୍ଗାଜଲ’ ଦେଖିବାକୁ ୟୁପି ପୋଲିସ୍‌କୁ ଚିଠି ଲେଖିଲେ ପ୍ରକାଶ ଝା

ମୁମ୍ୱାଇ: ରିଲିଜ୍ ଅପେକ୍ଷାରେ ଥିବା ଫିଲ୍ମ ‘ଜୟ ଗଙ୍ଗାଜଲ’ ଦେଖିବେ ଉତ୍ତର ପ୍ରଦେଶ ପୋଲିସ୍ କର୍ମଚାରୀ। ଏହା କହିଛନ୍ତି ଫିଲ୍ମର ନିର୍ମାତା ତଥା ନିର୍ଦ୍ଦେଶକ ପ୍ରକାଶ ଝା। ପୋଲିସର କାର୍ଯ୍ୟଶୈଳୀ ଉପରେ ଫିଲ୍ମଟି ଗତିଶୀଳ ହୋଇଛି। ନିର୍ଦ୍ଦେଶକ ପ୍ରକାଶ ଝା ଏହି ଫିଲ୍ମ ନିର୍ମାଣ କରିବାର କାରଣ କହିବା ସହ ଏହି ଫିଲ୍ମ ଦେଖିବାକୁ ଥାନା ଅଧିକାରୀମାନଙ୍କୁ ପତ୍ର ଲେଖି ଜଣାଇଛନ୍ତି। ଏହାସହ ସେ ଫିଲ୍ମର ପ୍ରମୋ ସିଡି ମଧ୍ୟ ପଠାଇଛନ୍ତି। ସମାଜ ପାଇଁ କାମ କରିବା […]

ଅଦ୍ୟତନ ହୋଇଛି
‘ଜୟ ଗଙ୍ଗାଜଲ’ ଦେଖିବାକୁ ୟୁପି ପୋଲିସ୍‌କୁ ଚିଠି ଲେଖିଲେ ପ୍ରକାଶ ଝା

prakash-jha

Advertisment

ମୁମ୍ୱାଇ: ରିଲିଜ୍ ଅପେକ୍ଷାରେ ଥିବା ଫିଲ୍ମ ‘ଜୟ ଗଙ୍ଗାଜଲ’ ଦେଖିବେ ଉତ୍ତର ପ୍ରଦେଶ ପୋଲିସ୍ କର୍ମଚାରୀ। ଏହା କହିଛନ୍ତି ଫିଲ୍ମର ନିର୍ମାତା ତଥା ନିର୍ଦ୍ଦେଶକ ପ୍ରକାଶ ଝା। ପୋଲିସର କାର୍ଯ୍ୟଶୈଳୀ ଉପରେ ଫିଲ୍ମଟି ଗତିଶୀଳ ହୋଇଛି। ନିର୍ଦ୍ଦେଶକ ପ୍ରକାଶ ଝା ଏହି ଫିଲ୍ମ ନିର୍ମାଣ କରିବାର କାରଣ କହିବା ସହ ଏହି ଫିଲ୍ମ ଦେଖିବାକୁ ଥାନା ଅଧିକାରୀମାନଙ୍କୁ ପତ୍ର ଲେଖି ଜଣାଇଛନ୍ତି। ଏହାସହ ସେ ଫିଲ୍ମର ପ୍ରମୋ ସିଡି ମଧ୍ୟ ପଠାଇଛନ୍ତି। ସମାଜ ପାଇଁ କାମ କରିବା ସତ୍ତ୍ୱେ କିଛିଟା କାରଣ ଯୋଗୁଁ ସାଧାରଣ ଲୋକଙ୍କ ମଧ୍ୟରେ ପୋଲିସର ଛବି ଖରାପ ହେବାରେ ଲାଗିଛି। ପୋଲିସ୍ କର୍ମୀଚାରୀଙ୍କ ମଧ୍ୟରେ କିଛିଟା ଦୁର୍ବଳତା ରହିଛି ଯାହାଦ୍ୱାରା ସେମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଫିଲ୍ମରେ ଦେଖାଯାଇଛି।

Advertisment

ପ୍ରକାଶ ଝାଙ୍କ ଏପରି ଚିଠି ପାଇବା ପରେ ପୋଲିସ୍‌ କର୍ମୀମାନେ ଫିଲ୍ମ ଦେଖିବାକୁ ଉତ୍ସାହିତ ହୋଇପଡ଼ିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe