Advertisment

କୁନି ଫ୍ୟାନ୍ସଙ୍କ ହାତଲେଖା ଚିଠି ଦେଖି ଇମୋସନାଲ୍‌ ହେଲେ ଜାହ୍ନବୀ

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର୍‌ ବର୍ତ୍ତମାନ ମନାଲିରେ ତାଙ୍କର ଆଗାମୀ ପିଲ୍ମ ’ରୁହି ଆଫଜା’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ସୁଟିଂ ସମୟରେ ଜାହ୍ନବୀଙ୍କୁ ତାଙ୍କର କିଛି କୁନି ଫ୍ୟାନ୍ସ ଖାସ୍‌ ଲେଟର୍‌ ଦେଇଛନ୍ତି। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ମନାଲିରେ ଜାହ୍ନବୀ ସୁଟିଂ କରୁଥିବା ଜାଣିବା ପରେ ସେଠାରେ ଥିବା ସ୍ଥାନୀୟ ପିଲା ତାଙ୍କ ପାଇଁ ଏକ ଛୋଟ ନୋଟ୍‌ ଲେଖିଥିଲେ। ଯେଉଁ ନୋଟ୍‌ରେ ଲେଖାଥିଲା, ରୁହି ଆଫଜା, ‘ଜାହ୍ନବୀ ଆମେ […]

କୁନି ଫ୍ୟାନ୍ସଙ୍କ ହାତଲେଖା ଚିଠି ଦେଖି ଇମୋସନାଲ୍‌ ହେଲେ ଜାହ୍ନବୀ

janbi

Advertisment

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର୍‌ ବର୍ତ୍ତମାନ ମନାଲିରେ ତାଙ୍କର ଆଗାମୀ ପିଲ୍ମ ’ରୁହି ଆଫଜା’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ସୁଟିଂ ସମୟରେ ଜାହ୍ନବୀଙ୍କୁ ତାଙ୍କର କିଛି କୁନି ଫ୍ୟାନ୍ସ ଖାସ୍‌ ଲେଟର୍‌ ଦେଇଛନ୍ତି। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

Advertisment

ମନାଲିରେ ଜାହ୍ନବୀ ସୁଟିଂ କରୁଥିବା ଜାଣିବା ପରେ ସେଠାରେ ଥିବା ସ୍ଥାନୀୟ ପିଲା ତାଙ୍କ ପାଇଁ ଏକ ଛୋଟ ନୋଟ୍‌ ଲେଖିଥିଲେ। ଯେଉଁ ନୋଟ୍‌ରେ ଲେଖାଥିଲା, ରୁହି ଆଫଜା, ‘ଜାହ୍ନବୀ ଆମେ ଆପଣଙ୍କୁ ବହୁତ ଶୀଘ୍ର ଦେଖା କରିବାକୁ ଚାହୁଁଛୁ। ଆମେ ଆପଣଙ୍କର ବଡ଼ ଫ୍ୟାନ୍‌ ଏବଂ ଆପଣଙ୍କୁ ଦେଖା କରିବା ପାଇଁ ଆଶାୟୀ।’ ସେହି ନୋଟ୍‌ରେ ବହୁତ ଛୋଟ ପିଲାଙ୍କର ନାମ ମଧ୍ୟ ଲେଖାଥିଲା। ଯେଉଁ ଲେଟର୍‌ଟି ପାଇବା ପରେ ଜାହ୍ନବୀ ଖୁସିରେ ଇମୋସନାଲ୍‌ ହୋଇ ପଡ଼ିଥିଲେ ଏବଂ ଏହାକୁ ନିଜ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଶେଆର୍‌ କରିଛନ୍ତି।

View this post on Instagram

This letter is for @janhvikapoor from her little fans in Manali. #janhvikapoor #janhvikapoor06 #janhvikapoor7

A post shared by Janhvi Kapoor (@janhvikapoor06) on

Advertisment

ଜାହ୍ନବୀ କପୁର୍‌ଙ୍କ ଫିଲ୍ମ ରୁହି ଆଫ୍‌ଜାର ନିର୍ଦ୍ଦେଶକ ହେଉଛନ୍ତି, ହାର୍ଦ୍ଦିକ୍‌ ମେହତା। ଏହି ପିଲ୍ମଟି ଏକ ହରର୍‌ କମେଡି ଉପରେ ଆଧାରିତ।

ଜାହ୍ନବୀଙ୍କ ବ୍ୟତୀତ ଏହି ପିଲ୍ମରେ ରାଜକୁମାର ରାଓ ଓ ବରୁଣ ଶର୍ମାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମରେ ଜାହ୍ନବୀଙ୍କର ଡବଲ୍‌ ରୋଲ୍‌ ରହିଛି। ଯେଉଁଥିରେ ତାଙ୍କ ଚରିତ୍ରର ନାମ ହେଉଛି ରୁହି ଓ ଅଫସାନା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe