Advertisment

କାର୍‌ ଉଠାଇବେ ଜନ୍‌

ମୁମ୍ବାଇ: ଖୁବଶୀଘ୍ର ବଡ଼ ପରଦାରେ ଆସୁଛନ୍ତି ଜନ ଆବ୍ରାହମ। ୨୦୧୧ରେ ‘ଫୋର୍ସ’ ଫିଲ୍ମରେ ୧୫୦ କିଲୋ ବାଇକ୍ ଉଠାଇ ଦର୍ଶକଙ୍କୁ ଚକିତ କରିଥିବା ଜନ୍‌ ଏଥର ଆଉ ପାଦେ ଆଗକୁ ବଢି ଯାଇଛନ୍ତି। ‘ଫୋର୍ସ’ର ସ୍ୱିକେଲ ‘ଫୋର୍ସ-୨’ରେ ଜନ୍‌ କାର୍‌ ଉଠାଉ ଥିବା ଦେଖିବାକୁ ମିଳିବ। ଫିଲ୍ମକୁ କିଛି ଭିନ୍ନ ଓ ଆକର୍ଷଣୀୟ କରିବାକୁ ଯାଇ ଜନ ଏଥର ୧୫୮୦ କିଲୋର ମର୍ସିଡିଜ ବେଞ୍ଜକୁ ଉଠାଇବା ଦେଖିବାକୁ ମିଳିବ। ବିନା କୌଣସି ଟେକ୍ନୋଲୋଜିର ସାହାଯ୍ୟରେ ଜନ ଏହାକୁ […]

author-image
Rakesh Mallick
ଅଦ୍ୟତନ ହୋଇଛି
କାର୍‌ ଉଠାଇବେ ଜନ୍‌

john

ମୁମ୍ବାଇ: ଖୁବଶୀଘ୍ର ବଡ଼ ପରଦାରେ ଆସୁଛନ୍ତି ଜନ ଆବ୍ରାହମ। ୨୦୧୧ରେ ‘ଫୋର୍ସ’ ଫିଲ୍ମରେ ୧୫୦ କିଲୋ ବାଇକ୍ ଉଠାଇ ଦର୍ଶକଙ୍କୁ ଚକିତ କରିଥିବା ଜନ୍‌ ଏଥର ଆଉ ପାଦେ ଆଗକୁ ବଢି ଯାଇଛନ୍ତି। ‘ଫୋର୍ସ’ର ସ୍ୱିକେଲ ‘ଫୋର୍ସ-୨’ରେ ଜନ୍‌ କାର୍‌ ଉଠାଉ ଥିବା ଦେଖିବାକୁ ମିଳିବ।

Advertisment

ଫିଲ୍ମକୁ କିଛି ଭିନ୍ନ ଓ ଆକର୍ଷଣୀୟ କରିବାକୁ ଯାଇ ଜନ ଏଥର ୧୫୮୦ କିଲୋର ମର୍ସିଡିଜ ବେଞ୍ଜକୁ ଉଠାଇବା ଦେଖିବାକୁ ମିଳିବ। ବିନା କୌଣସି ଟେକ୍ନୋଲୋଜିର ସାହାଯ୍ୟରେ ଜନ ଏହାକୁ ନଜେ ଉଠାଇବେ। ପୂର୍ବ ଫିଲ୍ମ ଫୋର୍ସରେ ମଧ୍ୟ ସେ ବାଇକ ଉଠାଇବାରେ କୌଣସି ଟେକ୍ନୋଲୋଜିର ବ୍ୟବହାର କରି ନ ଥିଲେ।

ଫିଲ୍ମରେ କାର ଉଠାଇବାର ଚିନ୍ତାଧାରା ମଧ୍ୟ ଜନଙ୍କ ଥିଲା ବୋଲି ଫିଲ୍ମର ନିର୍ଦ୍ଦେଶକ ବିପୁଲ ଅମୃତଲାଲ ଶାହା କହିଛନ୍ତି। ଏଥିପାଇଁ ଜନ ଖୁବ୍ ପରିଶ୍ରମ ମଧ୍ୟ କରିଛନ୍ତି। ରୋମାନିଆରେ ଏହି ସିନ୍ ସୁଟିଂ ବେଳେ ଜନଙ୍କୁ ଗଭୀର ଆଘାତ ମଧ୍ୟ ଲାଗିଥିଲା।

Advertisment