Advertisment

'ସମାଜସେବା ପାଇଁ ରାଜନୀତି ଆବଶ୍ୟକତା ନାହିଁ'

ଯାତ୍ରା ଖଳନାୟକ ଦୈତାରୀ ପଣ୍ଡା ବିଜେଡିରେ ମିଶିଛନ୍ତି। ଖାଲି ସେ ଏକା ମିଶି ନାହାନ୍ତି, ଅଭିନେତା ବାପି ପଣ୍ଡା ଓ ସୁବାସ ବେହେରାଙ୍କ ସମେତ ୨୯ ଜଣ କଳାକାର ସୋମବାର ଶଙ୍ଖ ଭବନକୁ ଯାଇ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ୍‌ ହୋଇଛନ୍ତି।

author-image
Manoj Swain

ଯଲିଉଡ୍‌ର ଦୁର୍ଦ୍ଦାନ୍ତ ଖଳନାୟକ ଦୈତାରୀ ପଣ୍ଡା ବିଜେଡିରେ ମିଶିଛନ୍ତି। ଖାଲି ସେ ଏକା ମିଶି ନାହାନ୍ତି, ଅଭିନେତା ବାପି ପଣ୍ଡା ଓ ସୁବାସ ବେହେରାଙ୍କ ସମେତ ୨୯ ଜଣ କଳାକାର ସୋମବାର ଶଙ୍ଖ ଭବନକୁ ଯାଇ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ୍‌ ହୋଇଛନ୍ତି। ତେବେ ଏହାକୁ ନେଇ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା କହିଛନ୍ତି, ସମାଜସେବା ପାଇଁ ରାଜନୀତି ଆବଶ୍ୟକତା ନାହିଁ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Advertisment
Odisha