Advertisment

ପ୍ରବଚନ ଦେବେ ରାଣୀ ପଣ୍ଡା!

ଖୁବ୍‌ଶୀଘ୍ର ଯାତ୍ରା ମଞ୍ଚରୁ ନେବେ ବିଦାୟ।

author-image
Jitendra Garnayak

ଜୀବନର କିଛି ଅକୁହା କଥାକୁ କହିଦେଲା ରାଣୀ ପଣ୍ଡା । ଆଗକୁ ଜୀବନର ତତ୍ତ୍ୱକୁ ନେଇ ଦେବେ ପ୍ରବଚନ । ପ୍ରେମରେ ବିଫଳ ହେବା ପରେ ଏବେ କେମିତି ଅଛନ୍ତି? ଆଉ ପୂର୍ବ ଭଳି ନାହାଁନ୍ତି କି? ଖୁବ୍‌ଶୀଘ୍ର ଯାତ୍ରା ମଞ୍ଚରୁ ବି ନେବେ ବିଦାୟ। ହେଲେ କାହିଁକି ଏତେ ପରିବର୍ତ୍ତନ ? ଦେଖନ୍ତୁ ରାଣୀ ପଣ୍ଡାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର...

Advertisment
Rani Panda