Rani Panda : ଯାତ୍ରା ଛାଡି ପ୍ରବଚନ ଦେବେ ରାଣୀ ପଣ୍ଡା, ହେଲେ କାହିଁକି ? | Odisha Reporter
Advertisment
ଜୀବନର କିଛି ଅକୁହା କଥାକୁ କହିଦେଲା ରାଣୀ ପଣ୍ଡା । ଆଗକୁ ଜୀବନର ତତ୍ତ୍ୱକୁ ନେଇ ଦେବେ ପ୍ରବଚନ । ପ୍ରେମରେ ବିଫଳ ହେବା ପରେ ଏବେ କେମିତି ଅଛନ୍ତି? ଆଉ ପୂର୍ବ ଭଳି ନାହାଁନ୍ତି କି? ଖୁବ୍ଶୀଘ୍ର ଯାତ୍ରା ମଞ୍ଚରୁ ବି ନେବେ ବିଦାୟ। ହେଲେ କାହିଁକି ଏତେ ପରିବର୍ତ୍ତନ ? ଦେଖନ୍ତୁ ରାଣୀ ପଣ୍ଡାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର...
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us