Advertisment

କେତେବେଳେ ବାଘୁଣୀ, କେତେବେଳେ ସରସ୍ବତୀ

କେତେବେଳେ ସୋଶାଲ ମିଡିଆରେ ଅଶ୍ଲୀଳ ଭାଷା କହି ବିବାଦରେ ତ ପୁଣି କେତେବେଳେ ବାପ-ମାଅ ଛେଉଣ୍ଡ କୁନି ଝିଅଟିକୁ ସହାୟତା ଦେଇ ଚର୍ଚ୍ଚାରେ।

author-image
Manoj Swain

ଯିଏ ଯାହା କୁହନ୍ତୁ ସୋଶାଲ ମିଡିଆରେ ତାଙ୍କ କ୍ରେଜ୍ କିନ୍ତୁ ଜବରଦସ୍ତ । ଟଙ୍କା ତ ସମସ୍ତେ ରୋଜଗାର କରନ୍ତି କିନ୍ତୁ ନିଜ ପେଟରୁ କାଟି ଅନ୍ୟ ପାଟିରେ ଦେଉଥିବା ମଣିଷ ଖୁବ କମ ଅଛନ୍ତି, ଅଭିନେତ୍ରୀ ରାଣୀ ପଣ୍ଡା ଜଣେ ସେହିଭଳି ମଣିଷ। ଭୋକିଲା ପେଟକୁ ମୁଠାଏ ଦାନା ସଂଗ୍ରହ କରେ। କେତେବେଳେ ସୋଶାଲ ମିଡିଆରେ ଅଶ୍ଲୀଳ ଭାଷା କହି ବିବାଦରେ ତ ପୁଣି କେତେବେଳେ ବାପ-ମାଅ ଛେଉଣ୍ଡ କୁନି ଝିଅଟିକୁ ସହାୟତା ବଢ଼ାଇ ଚର୍ଚ୍ଚାରେ। ଅଧିକାଂଶ ସମୟରେ ରୋକଠୋକ କଥା କହି ବିବାଦ ଘେରକୁ ଟାଣି ହୋଇଆସିଥିବା ଅଭିନେତ୍ରୀ ରାଣୀ ପଣ୍ଡା କୁଆଡ଼େ ଭାରି ସର୍ଟ ଟେମ୍ପର। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha