ଅଦ୍ୟତନ ହୋଇଛି
bhiku1
Advertisment
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯାତ୍ରା କଳାକାର ଭିକୁ ସେଠ୍ ଓରଫ୍ ମହେନ୍ଦ୍ର ଦାସଙ୍କ ପରଲୋକ। ମାତ୍ର ୫୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
Advertisment
ଛାତିରେ ଯନ୍ତ୍ରଣା ପରେ ଚୌଦ୍ୱାରରୁ କଟକ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଛି। ମହେନ୍ଦ୍ର ଦାସଙ୍କ ସଂପର୍କୀୟା ଏନେଇ ଦେଇଛନ୍ତି ସୂଚନା।
‘ଶାଗୁଣା ବସିଛି ଡେଣା ମେଲାଇ’ ଜରିଆରେ ଭିକୁ ସେଠ୍ ନାଁରେ ସେ ଓଡ଼ିଶାରେ ଘରେ ଘରେ ପରିଚିତ ହୋଇଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/09/bhiku1.jpg)